Browsing Tag

blind student

‘ମୁଁ ସିନା ଦେଖି ପାରୁନି ହେଲେ ପ୍ରଶାସନ କଣ ଅନ୍ଧ ? ସରକାରୀ ଅଧିକାରୀଙ୍କୁ ଏଭଳି ପ୍ରଶ୍ନ କଲେ ଦିବ୍ୟାଙ୍ଗ ଛାତ୍ର

ଧର୍ମଗଡ଼ (କେନ୍ୟୁଜ୍‌) ଗତ ୧୧ ଦିନ ହେବ କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଛଞ୍ଚାଣବାହିଲି ଗ୍ରାମ ପଞ୍ଚାୟତ ବେହେରା ଗୁଡା ୟୁପି ସ୍କୁଲରେ ଆବଶ୍ଯକ ଶିକ୍ଷକ ନିଯୁକ୍ତି ନେଇ ଗ୍ରାମବାସୀ ଓ ଛାତ୍ର ଛାତ୍ରୀମାନେ ବିଦ୍ୟାଳୟକୁ ତାଲା ମାରି ଆନ୍ଦୋଳନ କରୁଥିଲେ। ଏହି ଆନ୍ଦୋଳନ ଯୋଗୁଁ ସ୍କୁଲରେ ପାଠପଢ଼ା…