Browsing Tag

blood donation

ବିବାହ ବାର୍ଷିକୀକୁ ସ୍ମରଣୀୟ କରିବାର ନିଆରା ପଦକ୍ଷେପ, ରକ୍ତଦାନ କଲେ ଦମ୍ପତି

ଜଗତସିଂହପୁର (କେନ୍ୟୁଜ) : ବିବାହ ବାର୍ଷିକୀରେ ଅନ୍ୟକୁ ନୂଆ ଜୀବନ ଦେବାକୁ ପ୍ରୟାସ କରିଛନ୍ତି ଜଣେ ଦମ୍ପତି। ରକ୍ତ ଦାନ ଭଳି ମହତ ଦାନ କରି ଅଞ୍ଚଳ ପାଇଁ ପାଲଟିଛନ୍ତି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ। ଆପଣ ଦେଖିଥିବେ ଯେ ଲୋକେ ନିଜର ବିବାହ ବାର୍ଷିକକୁ ସ୍ମରଣୀୟ ରଖିବା ନିମନ୍ତେ ବିଭିନ୍ନ ଢଙ୍ଗରେ…