ଭୁବନେଶ୍ୱରରେ ଡେଙ୍ଗୁ ଦମନ ପାଇଁ ବିଏମ୍ସିର ବଡ଼ ନିଷ୍ପତ୍ତି, ପ୍ରତି ଗୁରୁବାର ଓ ରବିବାର ପାଳନ ହେବ ଡ୍ରାଏ ଡେ
ଭୁବନେଶ୍ୱର(କେନ୍ୟୁଜ): ଭୁବନେଶ୍ୱରରେ ଡେଙ୍ଗୁ ଦମନ ପାଇଁ ବିଏମ୍ସିର ବଡ଼ ନିଷ୍ପତ୍ତି । ରାଜଧାନୀରେ ପାଳନ ହେବ ଡ୍ରାଏ ଡେ । ପ୍ରତି ଗୁରୁବାର ଓ ରବିବାର ଡ୍ରାଏ ଡେ ପାଳନ ହେବ । ଘର ଆଖପାଖରେ ପାଣି ଜମୁଥିବା ପାତ୍ର, କୁଣ୍ଡକୁ ଏହି ଦୁଇଦିନ ଓଲଟାଇ ରଖିବାକୁ ନିବେଦନ କରିଛି ବିଏମ୍ସି ।…