BMW, Audi ଓ Mercedes-Benz କାର୍ କୁ କିଣନ୍ତୁ ଅତି ଶସ୍ତା ଦାମରେ, ଏପରି କରନ୍ତୁ ବୁକିଂ
BMW, Audi ଓ Mercedes-Benz ଭଳି ଦାମୀ ତଥା ଲଗ୍ଜରୀ କାର ପାଖାପାଖି ସମସ୍ତଙ୍କୁ ପସନ୍ଦ ଆସିଥାଏ। କିନ୍ତୁ ଏହାକୁ ସମସ୍ତେ କିଣିପାରନ୍ତି ନାହିଁ। କାରଣ ଏସବୁର ଦାମ ବହୁତ ଅଧିକ ହୋଇଥାଏ। ତେଣୁ କିଛି ଲୋକ ଏହାକୁ ପସନ୍ଦ କାରିବା ସତ୍ତ୍ୱେ ମଧ୍ୟ କିଣିବାକୁ ସାହାସ ପାଆନ୍ତି ନାହିଁ। ଆଉ ଏସବୁ…