Browsing Tag

boat capsized

ସମୁଦ୍ରରେ ଓଲଟିଲା ପ୍ରବାସୀଙ୍କୁ ନେଇ ଯାଉଥିବା ଡଙ୍ଗା: ୧୭ ମୃତ, ଅନେକ ନିଖୋଜ

ହାଇତି ପ୍ରବାସୀଙ୍କୁ ନେଇ ଯାଉଥିବା ଡଙ୍ଗା ସମୁଦ୍ରରେ ବୁଡିଲା। ଏହି ଘଟଣାରେ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨୫ ଜଣଙ୍କୁ ଉଦ୍ଧାର କରାଯାଇଛି। ବହାମାସର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ହେତି ପ୍ରବାସୀଙ୍କୁ ଧରି ଯାଉଥିବା ଡଙ୍ଗା ସମୁଦ୍ରରେ ଓଲଟିବା ଯୋଗୁଁ ଏହି ଦୁଃଖଦ ଘଟଣା ଘଟିଛି।…

ରାଜନଗର ଗଭୀର ସମୁଦ୍ର ଭିତରେ ବଡ ଅଘଟଣ: ବୁଡିଗଲା ମାଛ ମାରୁଥିବା ଟ୍ରଲର, ୧୩ ମତ୍ସ୍ୟଜୀବୀ ନିଖୋଜ

ରାଜନଗର(କେନ୍ୟୁଜ): ରାଜନଗର ଗଭୀର ସମୁଦ୍ର ମଧ୍ୟରେ ବଡ ଅଘଟଣ । ବୁଡିଗଲା ମାଛ ମାରୁଥିବା ଟ୍ରଲର ୧୩ ମତ୍ସ୍ୟଜୀବୀ ନିଖୋଜ । କୋଷ୍ଟଗାର୍ଡ ,ଧାମରା ,ତାଳଚୁଆ ଓ ପାରାଦୀପ ମେରାଇନ ପୋଲିସ ତରଫରୁ ଉଦ୍ଧାର କାର୍ଯ୍ୟ ଜାରି । ଗତକାଲି ସଂଧ୍ୟା ୫ଟାରୁ ଉପାସନା ଟ୍ରଲର ନିଖୋଜ ଥିବା ନେଇ ମିଳିଛି ସୂଚନା…

ଲଡୁବାବାଙ୍କ ଚନ୍ଦନ ଯାତ୍ରା ବେଳେ ଅଘଟଣ, ଚାପ ଖେଳୁଥିବାବେଳେ ହତାଠ୍‌ ବୁଡିଗଲା ଡଙ୍ଗା

ନୟାଗଡ଼(କେନ୍ୟୁଜ୍‌): ଲଡୁବାବାଙ୍କ ଚନ୍ଦନ ଯାତ୍ରା ବେଳେ ଅଘଟଣ। ନୟାଗଡ଼ ଶରଣକୂଳ ଲଡୁବାବାଙ୍କ ଭଉଁରୀ ଚନ୍ଦନ ଯାତ୍ରା ବେଳେ ବୁଡିଗଲା ଡଙ୍ଗା। ମଧ୍ୟରାତ୍ରରେ ଠାକୁର ଏବଂ ସେବାୟତମାନେ ଡଙ୍ଗାରେ ଚାପ ଖେଳୁଥିବାବେଳେ ହତାଠ୍‌ ଡଙ୍ଗା ବୁଡ଼ି ଯାଇଥିଲା। ଡଙ୍ଗାରେ ପ୍ରାୟ ୩୦ ଜଣ ସେବାୟତ ଥିଲେ।…

ସମୁଦ୍ର ଭିତରେ ଓଲଟିଲା ଡଙ୍ଗା, ଜୀବନ ସହ ସଂଘର୍ଷ କରି କୂଳକୁ ଫେରିଲେ ମତ୍ସ୍ୟଜୀବୀ

ବ୍ରହ୍ମପୁର(କେନ୍ୟୁଜ) : ସମ୍ଭାବ୍ୟ ବାତ୍ୟାକୁ ନେଇ ଜିଲ୍ଲା ପ୍ରଶାସନ ସଜାଗ ହୋଇ ରହିଥିବା ବେଳେ ସମୁଦ୍ର ଅଶାନ୍ତ ରହିବା ଯୋଗୁଁ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରିବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ମତ୍ସ୍ୟ ବିଭାଗ…

ଚିଲିକାରେ ଡଙ୍ଗାବୁଡି ଘଟଣାରେ ଏବେବି ଜଣେ ନିଖୋଜ, ବର୍ଷା ଓ ପବନ ଯୋଗୁଁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ

ଟାଙ୍ଗୀ(କେନ୍ୟୁଜ୍): ଚିଲିକାରେ ଡଙ୍ଗାବୁଡି ଘଟଣାରେ ଏବେବି ଜଣେ ନିଖୋଜ। ନିଖୋଜ ବ୍ୟକ୍ତି ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ଥାନା ଅନ୍ତର୍ଗତ କୋଦପୁର ଗାଁର। ତାଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଜାରିରହିଛି ସର୍ଚ୍ଚ ଅପରେସନ। ତେବେ ବର୍ଷା ଓ ପବନ ଯୋଗୁଁ…

ଚିଲିକାରେ ବୁଡିଲା ଯାତ୍ରୀ ବାହୀ ଡଙ୍ଗା, ୧୧ ଉଦ୍ଧାର ଓ ଜଣେ ନିଖୋଜ

ଟାଙ୍ଗୀ (କେନ୍ୟୁଜ୍): ଚିଲିକାରେ କାଳ ବୈଶାଖୀର ତାଣ୍ଡବ।ବୁଡିଲା ଯାତ୍ରୀ ବାହୀ  ଡଙ୍ଗା।  କାଳି ଜାଇ ଦର୍ଶନ ସାରି ଫେରୁଥିବା ବେଳେ ବୁଡିଲା ଡଙ୍ଗା। ବାଲେଶ୍ୱର ଅଞ୍ଚଳର ୧୨ ଜଣ ପର୍ଯ୍ୟଟକ ଥିଲେ ଡଙ୍ଗାରେ। ୧୧ ଜଣ ଉଦ୍ଧାର ହୋଇଥିବା ବେଳେ  ଜଣେ ନିଖୋଜ ହୋଇଛନ୍ତି। ଉଦ୍ଧାର ୧୧ ଜଣଙ୍କୁ…

ଚିଲିକା ମଝିରେ କାଳ ବୈଶାଖୀର ତାଣ୍ଡବ: ବୁଡିଲା ମତ୍ସ୍ୟଜୀବୀଙ୍କ ଡଙ୍ଗା, ଅଳ୍ପକେ ବର୍ତ୍ତିଲେ ଧୀବର

ଟାଙ୍ଗୀ(କେନ୍ୟୁଜ୍):  କାଳ ବୈଶାଖୀର ପ୍ରଭାଵରେ ଚିଲିକାରେ ବୁଡିଲା  ମାଛ ମରା  ଡଙ୍ଗା । ଅଳ୍ପକେ ବର୍ତ୍ତିଲେ ମତ୍ସ୍ୟଜୀବୀ। ଘଟଣା ଘଟିଛି  ଚିଲିକାର  ୪ ନଂ କୁଦ ନିକଟରେ । ସବୁ  ଦିନ ଭଳି  ଗତ କାଲି  ଚିଲିକାରେ  ମତ୍ସ୍ୟଜୀବୀମାନେ  ମାଛ ମାରିବା  ପାଇଁ ଯାଇଥିଲେ ।  ମାଛ ମାରିବା ପାଇଁ  ଜାଲ…