Browsing Tag

boat overturns

ବିହାର: ଗଙ୍ଗାନଦୀରେ ଯାତ୍ରୀମାନଙ୍କୁ ନେଉ ଯାଉଥିବାବେଳେ ଓଲଟିଲା ଡଙ୍ଗା , ୧୫ ନିଖୋଜ

ନୂଆଦିଲ୍ଲୀ : ବିହାରର ପାଟନାସ୍ଥିତ ଗଙ୍ଗାନଦୀରେ ଯାତ୍ରୀମାନଙ୍କୁ ନେଉ ଯାଉଥିବାବେଳେ ଓଲଟିଲା ଡଙ୍ଗା । ଡଙ୍ଗା ପ୍ରାୟ ୫୫ ଜଣ ଯାତ୍ରୀ ଥିବା ବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କୁ ଉଦ୍ଧାର କରଯାଇଛି। ତେବେ ୧୫ ଜଣ ନିଖୋଜ ଥିବା ଜଣାପଡିଛି। ସୂଚନା ଅନୁଯାୟୀ ଏହି ଘଟଣାଟି ପାଟଣାର ମନେରରେ…