Browsing Tag

boat seized in chilika

ବାତ୍ୟା ଅସାନି ପାଇଁ ବାରଣ ସତ୍ୱେ ବି ନାଆ ନେଇ ଗଲେ ଅମାନିଆ, ୭ରୁ ଅଧିକ ଡଙ୍ଗା ଜବତ କଲା ଟାଙ୍ଗୀ ପୋଲିସ

ଟାଙ୍ଗୀ(କେନ୍ୟୁଜ୍): ଚିଲିକାକୁ ଡଙ୍ଗା ନେଇ ଯାଇଥିବା ଅମାନିଆଙ୍କୁ ସାବାଡ କରିବା ପାଇଁ ମତ୍ସ୍ୟ ବିଭାଗ ଓ ସ୍ଥାନୀୟ ପୋଲିସର ସ୍ୱତନ୍ତ୍ର ଟିମର ପଇଁତରା । ବାତ୍ୟା ଅସାନି ପାଇଁ ଚିଲିକାକୁ ଡଙ୍ଗା ନେବାକୁ ବାରଣ କରାଯାଇଥିଲା । କିନ୍ତୁ କିଛି ଅମାନିଆ ଚିଲିକାକୁ ଡଙ୍ଗା ନେଇ ଯାଇଥିବା ଅଭିଯୋଗ…