ମା’ ହେବେ ବିପାଶା ବସୁ, ବିବାହର ୬ ବର୍ଷରେ କରନଙ୍କ ଘରକୁ ଆସୁଛନ୍ତି କୁନି ଅତିଥି
ବଲିଉଡ ଅଭିନେତ୍ରୀ ବିପାଶା ବସୁ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର। ବିବାହର ୬ ବର୍ଷ ପରେ ବିପାଶା ବସୁ ଏବଂ କରନ ସିଂ ଗ୍ରୋଭର ବାପା ମା ହେବାକୁ ଯାଉଛନ୍ତି। ଖବର ମୁତାବକ, ବିପାଶା ଗର୍ଭବତୀ ଅଛନ୍ତି ଆଉ ଖୁବଶୀଘ୍ର କରନ ଏହା ବିଷୟରେ ଫ୍ୟାନ୍ସଙ୍କୁ ଖବର ଦେଇପାରନ୍ତି। ଏ ନେଇ ଦୁହେଁ ଉତ୍ସାହିତ…