Browsing Tag

Bollywood films

ସାମ୍ନାକୁ ଆସିଲା ‘ଏମର୍ଜେନ୍ସି’ ର ଫାଷ୍ଟ ଲୁକ୍, ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ…

କଙ୍ଗନା ରଣାୱାତଙ୍କ ନିଜ ଆଗାମୀ ଫିଲ୍ମ ଏମର୍ଜେନ୍ସି ପାଇଁ ସୁଟିଂ ଆରମ୍ଭ କରି ସାରିଛନ୍ତି । ଏହି ଫିଲ୍ମର ପ୍ରଥମ ଲୁକ୍ ଟିଜର ସେ ତାଙ୍କର ସୋସିଆଲ ମିଡିଆ ସାଇଡରେ ସେୟାର କରିଛନ୍ତି । ଅଭିନେତ୍ରୀ କଙ୍ଗନା ରଣାୱତ ଗତ କାଲି ଅର୍ଥାତ୍ ଗୁରୁବାର ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର 'ଏମର୍ଜେନ୍ସି'…

ବ୍ରେକଅପ୍ ହେବା ପରେ ବି ଏବେ ମଧ୍ୟ ଭଲ ସାଙ୍ଗ ହୋଇ ରହିଛନ୍ତି ଏହି ବଲିଉଡ୍ ସେଲିବ୍ରିଟି

କିଛି ସମ୍ପର୍କ ଏମିତି ଥାଏ ଯାହାର କିଛି ନାମ ନଥାଏ। କିଛି ଏମିତି ସମ୍ପର୍କ ଏବେ ଗଢି ଉଠିଛି ବଲିଉଡ୍ ସିନେମା ଜଗତରେ। କିନ୍ତୁ ଏହି ସମ୍ପର୍କ ଏବେ ଭଲ ବନ୍ଧୁତ୍ୱରେ ପରିଣତ ହୋଇଛି। ଆଜି ଆମେ ଏମିତି ସେଲିବ୍ରିଟିଙ୍କ ସହ କଥା ହେବା ଯେଉଁମାନଙ୍କ ଲଭ୍ ଷ୍ଟୋରୀ ଥିଲା ଦିନେ ସୁପର୍ ହିଟ୍ ଫିଲ୍ମ…

ସାଉଥ ସିନେମା vs ବଲିଉଡ: ଜାଣନ୍ତୁ ଭାଷା ବିବାଦକୁ ନେଇ କେଉଁ ସେଲିବ୍ରେଟୀ କ’ଣ ଦେଲେ ମନ୍ତବ୍ୟ

ଏବେ ଚାରିଆଡେ ସାଉଥ ଷ୍ଟାରଙ୍କ ଜଲୱା। ଧୁମ୍‌ ମଚାଉଛି ଦକ୍ଷିଣ ଭାରତୀୟ ଅଭିନେତାଙ୍କ ଫିଲ୍ମ। ଓଲିଉଡ଼, ବଲିଉଡ ଠାରୁ ହଲିଉଡ ଯାଏଁ ସବୁଠି ସାଉଥ ଷ୍ଟାର୍‌ଙ୍କ କ୍ରେଜ୍‌। ଲଗାତାର ତିନି ତିନିଟି ବ୍ଲକବଷ୍ଟର ଫିଲ୍ମ। ସେ ‘ପୁଷ୍ପା’ ହେଉ ଅବା ‘ଆର୍‌ଆର୍‌ଆର୍‌’ କିମ୍ବା ‘କେଜିଏଫ୍‌’, କିଏ କାହାଠାରୁ…

ଭାରତୀୟ ଚଳଚ୍ଚିତ୍ରର ବକ୍ସ ଅଫିସ୍ କଲେକ୍ସନକୁ ପ୍ରଭାବିତ କରି ପାରୁନି IPL, ଖେଳ ଛାଡ଼ି ଫିଲ୍ମ ପଛରେ ଦର୍ଶକ

ଭାରତୀୟ ସିନେମାକୁ ଗତ କିଛି ମାସ ହେବ ଦର୍ଶକ ଖୁବ୍ ପସନ୍ଦ କରୁଛନ୍ତି। ଏମିତିକି ଖାସ କରି ଲକ୍ ଡାଉନ୍ ଶେଷ ହେବା ପରେ ପରେ ଯେକୌଣସି ଫିଲ୍ମ ରିଲିଜ୍ ହେଉଛି ବକ୍ସ ଅଫିସରେ ଧମାଲ୍ କରୁଛି। ପୁଣି ଏବେ ଏପ୍ରିଲ ଏବଂ ମେ ମାସରେ କିଛି ବଡ ଫିଲ୍ମ ବ୍ଲକବଷ୍ଟର ହୋଇଛି। କୁହାଯାଏ ଯେ ଚଳଚ୍ଚିତ୍ର…

ଲକଡାଉନ୍ ପରେ ବକ୍ସ ଅଫିସରେ ଭଲ କଲେକ୍ସନ କରିଥିବା ଦ୍ଵିତୀୟ ଫିଲ୍ମ କଶ୍ମୀର ଫାଇଲ

ଲକ୍ ଡାଉନ୍ ହଟିବା ପରେ ସମସ୍ତ ମଲ୍ ଓ ଫିଲ୍ମ ହଲ ମଧ୍ୟ ଖୋଲି ସରିଛି। ଯାହାକୁ ନେଇ କଳାକାରଙ୍କ ବ୍ୟତୀତ ଚଳଚ୍ଚିତ୍ର ପ୍ରେମୀ ମଧ୍ୟ ଖୁବ୍ ଖୁସି । ତେବେ ସିନେମା ହଲ୍ ଖୋଲିବା ପରେ ଦ୍ଵିତୀୟ ଫିଲ୍ମ ଭାବେ କମ୍ ବଜେଟରେ ତିଆରି ହୋଇଥିବା ଏହି ଫିଲ୍ମ ବକ୍ସ ଅଫିସରେ ଭଲ କଲେକ୍ସନ କରିଛି। ଲକ୍ ଡାଉନ୍…

୭ ଦିନରେ ୧୦୬ କୋଟିର ବକ୍ସ ଅଫିସରେ ‘ଦ କଶ୍ମୀର ଫାଇଲ୍ସ’

୧୯୯୦ ମସିହାରେ କଶ୍ମୀରରେ ରହୁଥିବା ସତ ଘଟଣା ଉପରେ ମାର୍ଚ୍ଚ ୧୧ ରେ ହଲରେ ରିଲିଜ୍ ହୋଇଥିବା ଫିଲ୍ମ ୭ ଦିନରେ ଫିଲ୍ମ ବକ୍ସ ଅଫିସରେ ୧୦୦ କୋଟିର କ୍ଲବରେ ପ୍ରବେଶ କରିଛି।ବିବେକ ଅଗ୍ନିହୋତ୍ରିଙ୍କ ଏହି ଫିଲ୍ମ ବକ୍ସ ଅଫିସରେ ୧୦୦ କୋଟି ପାର କରିଛି। ଫିଲ୍ମଟି ସତ ଘଟଣା ଉପରେ ଆଧାରିତ। କଶ୍ମୀରରେ…

ରୁଷ ଓ ୟୁକ୍ରେନ ଯୁଦ୍ଧ ଭିତରେ ଫିଲ୍ମ ଜଗତ ଉପରେ ପଡିବ କି ପ୍ରଭାବ ?

ଋଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଛି । ଯୁଦ୍ଧର ଚିତ୍ରଗୁଡ଼ିକ ଦେଖିବା ପରେ ମନରେ ଭୟ ସୃଷ୍ଟି ହେଉଛି । ସତେ ଯେପରି ବିନାଶର ଦୃଶ୍ୟ ଆଖି ଆଗରେ ନାଚି ଉଠିଛି । ସବୁ ଜାଗାରେ ବିସ୍ଫୋରଣର ଦୃଶ୍ୟମାନ ହେଉଛି । ସବୁ ସ୍ଥାନରେ ବିଶୃଙ୍ଖଳା ଦେଖାଦେଉଛି । ସମସ୍ତେ ଭୟଭୀତ ଅବସ୍ଥାରେ…

୨୦୨୨ ରେ ରିଲିଜ୍ ହେବାକୁ ଯାଉଛି ୬ଟି ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର

ବର୍ତ୍ତମାନ କୋଭିଡ୍ ପରିସ୍ଥିତି ନିୟନ୍ତ୍ରଣ ହେବା ପରେ ଅଟକି ରହିଥିବା ବଲିଉଡ଼ ଫିଲ୍ମ ସବୁ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ବୋଲି ନିର୍ମାତାମାନେ କହିଛନ୍ତି। ତେବେ ଏହି ଫିଲ୍ମ ଗୁଡ଼ିକ ମଧ୍ୟରେ ରହିଛି ଅନେକ ଚର୍ଚ୍ଚିତ ଚଳଚ୍ଚିତ୍ର। ସେହି ଫିଲ୍ମ ଗୁଡ଼ିକ ମଧ୍ୟରେ ରହିଛି ସାହିଦ କପୁରଙ୍କ…