Browsing Tag

bollywood news

ଚାଲିଗଲେ ଲୋକପ୍ରିୟ ଅଭିନେତା ମିଥିଳେଶ ଚତୁର୍ବେଦୀ, ହିନ୍ଦୀ ସିନେମା ଜଗତରେ ଶୋକର ଛାୟା

ବଲିଉଡ୍‌ ଇଣ୍ଡଷ୍ଟ୍ରୀ ପାଇଁ ଅତି ଦୁଃଖଦ ଖବର। ହିନ୍ଦୀ ସିନେମା ଜଗତର ପ୍ରସିଦ୍ଧ କଳାକାର ମିଥିଳେଶ ଚତୁର୍ବେଦୀଙ୍କ ପରଲୋକ ଘଟିଛି। ଗତକାଲି ଅଗଷ୍ଟ ୩ ସନ୍ଧ୍ୟା ସମୟରେ ଅଭିନେତା ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମିଥିଳେଶ ଲମ୍ବା ସମୟରୁ ହୃଦୟଜନିତ ରୋଗରେ ଜୁଝି ହେଉଥିଲେ। ରିପୋର୍ଟ…

ମା’ ହେବେ ବିପାଶା ବସୁ, ବିବାହର ୬ ବର୍ଷରେ କରନଙ୍କ ଘରକୁ ଆସୁଛନ୍ତି କୁନି ଅତିଥି

ବଲିଉଡ ଅଭିନେତ୍ରୀ ବିପାଶା ବସୁ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର। ବିବାହର ୬ ବର୍ଷ ପରେ ବିପାଶା ବସୁ ଏବଂ କରନ ସିଂ ଗ୍ରୋଭର ବାପା ମା ହେବାକୁ ଯାଉଛନ୍ତି। ଖବର ମୁତାବକ, ବିପାଶା ଗର୍ଭବତୀ ଅଛନ୍ତି ଆଉ ଖୁବଶୀଘ୍ର କରନ ଏହା ବିଷୟରେ ଫ୍ୟାନ୍ସଙ୍କୁ ଖବର ଦେଇପାରନ୍ତି। ଏ ନେଇ ଦୁହେଁ ଉତ୍ସାହିତ…

ଅଭିନେତ୍ରୀ ଅମିଷା ପଟେଲଙ୍କ ନାମରେ ଓ୍ଵାରେଣ୍ଟ ଜାରି, ୧୧ ଲକ୍ଷ ନେଇ କାର୍ଯ୍ୟକ୍ରମକୁ ଆସିନଥିଲେ

ବଲିଉଡ ଅଭିନେତ୍ରୀ ଅମିଷା ପଟେଲ୍ ପୁଣି ଥରେ ଆଇନ ଜାଲରେ ଛନ୍ଦି ହୋଇଛନ୍ତି। ଅମିଷାଙ୍କ ପିଛା ଛାଡୁନି ସମସ୍ୟା। ଅଭିନେତ୍ରୀଙ୍କ ବିରୋଧରେ ମୁରାଦାବାଦର ଏସଜିଏମ କୋର୍ଟ ଓ୍ଵାରେଣ୍ଟ ଜାରି କରିଛନ୍ତି। ତାଙ୍କୁ ଦିଆଯାଇଥିବା ତାରିଖରେ ହାଜର ନହେବାରୁ କୋର୍ଟ ଅମିଷାଙ୍କ ବିରୋଧରେ ଏହି ଓ୍ଵାରେଣ୍ଟ…

ଇନଷ୍ଟାଗ୍ରାମରୁ ସବୁ ପୋଷ୍ଟ ଡିଲିଟ୍‌ କଲେ ଅଦନାନ ସାମି, ଲେଖିଲେ ‘ଅଲବିଦା’

ବଲିଉଡର ଲୋକପ୍ରିୟ ଗାୟକ ତଥା କମ୍ପୋଜର ଅଦନାନ ସାମି ନିଜ ଫ୍ୟାନ୍ସଙ୍କୁ ବଡ ଝଟକା ଦେଇଛନ୍ତି। ଅଦନାନ ନିଜ ଇନଷ୍ଟାଗ୍ରାମରୁ ସବୁ ପୋଷ୍ଟ ଡିଲିଟ୍‌ କରିଛନ୍ତି। ଅଦନାନ କେବଳ ଗୋଟିଏ ପୋଷ୍ଟ ଇନଷ୍ଟାରେ ରଖିଛନ୍ତି, ଯେଉଁଥିରେ ‘ଅଲବିଦା’ ବୋଲି ଲେଖାଯାଇଛି। ଅଦନାନ ହଠାତ୍‌ ପୋଷ୍ଟ ଡିଲିଟ୍‌ କରିବା…

ସନ୍ଦେହଜନକ ଅବସ୍ଥାରେ ମିଳିଲା ଜଣାଶୁଣା ଫ୍ୟାଶନ ଡିଜାଇନର ପ୍ରତ୍ୟୁଷା ଗରିମେଲାଙ୍କ ମୃତଦେହ, ଘରୁ କାର୍ବନ ମନୋକ୍ସାଇଡ୍‌…

ସନ୍ଦେହଜନକ ଅବସ୍ଥାରେ ମିଳିଲା ଜଣାଶୁଣା ସେଲିବ୍ରିଟି ଫ୍ୟାଶନ ଡିଜାଇନର ପ୍ରତ୍ୟୁଷା ଗରିମେଲାଙ୍କ ମୃତ ଦେହ। ହାଇଦ୍ରାବାଦ ସ୍ଥିତ ତାଙ୍କ ଘରୁ ସନ୍ଦିଗ୍ଧ ଅବସ୍ଥାରେ ମୃତ ଦେହ ମିଳିଛି। ବଲିଉଡ୍‌ର ଟପ୍‌ ଡିଜାଇନରଙ୍କ ମଧ୍ୟରୁ ଜଣେ ଥିଲେ ପ୍ରତ୍ୟୁଷା ଗରିମେଲା। ହଠାତ୍‌ ତାଙ୍କର ଏଭଳି ଅସ୍ୱାଭାବିକ…

ଚାରିଟି ଗୋଡ ଓ ହାତ ସହିତ ଜନ୍ମ ହୋଇଥିବା ଝିଅକୁ ସାହାଯ୍ୟ କଲେ ସୋନୁ ସୁଦ

କୋଭିଡ୍ ଆରମ୍ଭ ପର ଠାରୁ ହିଁ ସୋନୁ ସୁଦ ପ୍ରାୟ ଅସହାୟ ଲୋକଙ୍କୁ ସାହାଯ୍ୟ କରି ଆସୁଛନ୍ତି। ଦୁଇ ବର୍ଷ ପୂର୍ବେ କୋଭିଡ -19 ଲକଡାଉନ ସମୟରେ ପ୍ରବାସୀମାନଙ୍କୁ ସେମାନଙ୍କ ଘରେ ପହଞ୍ଚିବାରେ ସାହାଯ୍ୟ କରି ଅଭିନେତା ସୋନୁ ସୁଦ ପ୍ରଶଂସାର ପାତ୍ର ହୋଇଛନ୍ତି। ବର୍ତ୍ତମାନ ମଧ୍ୟ ସେ ଏକ ବଡ଼ କାମ…

ବିଗ୍‌ବସ୍‌ ଓଟିଟିର ପପୁଲାର ଯୋଡି ଶମିତା ଶେଟ୍ଟୀ ଓ ରାକେଶ ବାପତଙ୍କ ହେଲା ବ୍ରେକ୍‌ଅପ୍‌, ଜାଣନ୍ତୁ କାହିଁକି

ଏହା ପ୍ରାୟତଃ ଦେଖାଯାଏ ଯେ ବିଗ୍ ବସ୍ ରେ ଗଢି ଉଠିଥିବା ସମ୍ପର୍କ ଅଧିକ ସମୟ ପର୍ଯ୍ୟନ୍ତ ରହେ ନାହେଁ। ନିକଟରେ ଏହିପରି କିଛି ଘଟିଛି । ଶୁଣିବାକୁ ମିଳୁଛି ଯେ ବିଗ୍‌ବସ୍‌ ଓଟିଟିର ପପୁଲାର ଯୋଡି ଶମିତା ଶେଟ୍ଟୀ -ରାକେଶ ବାପତଙ୍କ ମଧ୍ୟରେ ବ୍ରେକଅପ୍ ହୋଇଛି । ଯାହା ସୋସିଆଲ ମିଡିଆରେ ଏବେ…

ବାହା ନ ହୋଇ କନ୍ୟା ସନ୍ତାନର ମା’ ହେଲେ ଅନୁଷା ଦାଣ୍ଡେକର, ସେୟାର କଲେ ଝିଅର ଫଟୋ

ଅନୁଷା ଦାଣ୍ଡେକର ଟିଭି ଆଙ୍କର ତଥା ଭିଡିଓ ଜକି ଭାବେ ବେଶ ଜଣାଶୁଣା। କେବଳ ଏତିକି ନୁହେଁ ଅନୁଷା କରନ କୁନ୍ଦ୍ରାଙ୍କ ସହିତ ସମ୍ପର୍କକୁ ନେଇ ମଧ୍ୟ ବେଶ୍‌ ଚର୍ଚ୍ଚାରେ ରହିଥାନ୍ତି। ପୂର୍ବରୁ କରନଙ୍କ ସହିତ ଥିବା ସଂପର୍କକୁ ନେଇ ବେଶ୍‌ ଚର୍ଚ୍ଚାରେ ରହିଥିବା ବେଳେ ଏବେ ମା’ ହୋଇ ଚର୍ଚ୍ଚାରେ…

ଅଲବିଦା କେକେ : ଆଜି ହେବ ଶେଷକୃତ୍ୟ, ବର୍ସୋଭା ଶ୍ମଶାନରେ ଦିଆଯିବ ଅନ୍ତିମ ବିଦାୟ; ସାମିଲ ହେବେ କଳାକାର

ବଲିଉଡ ଇଣ୍ଡଷ୍ଟ୍ରୀକୁ ଅନେକ ଲୋକପ୍ରିୟ ସଙ୍ଗୀତ ଭେଟି ଦେଇଥିବା ପ୍ରସିଦ୍ଧ ଗାୟକ କୃଷ୍ଣ କୁମାର କୁନ୍ନଥ କେକେଙ୍କ ପରଲୋକ ହୋଇଛି । ତେବେ ଆଜି କେକେଙ୍କ ଅନ୍ତିମ ସଂସ୍କାର ହେବ । ବୁଧବାର ରାତିରେ ତାଙ୍କ ପାର୍ଥିବ ଶରୀର କୋଲକାତାରୁ ମୁମ୍ବାଇ ଅଣାଯାଇଥିଲା । କେକେଙ୍କ ପରିବାର ଲୋକେ ତାଙ୍କର…

କାଲି ହେବ କେକେଙ୍କ ଅନ୍ତିମ ସଂସ୍କାର, କୋଲକାତାରୁ ମୁମ୍ବାଇ ଫେରୁଛି ପାର୍ଥିବ ଶରୀର

ଲୋକପ୍ରିୟ ଗାୟକ କେକେଙ୍କର ମଙ୍ଗଳବାର ବିଳମ୍ବିତ ରାତିରେ ମୃତ୍ୟୁ ଘଟିଛି। ତାଙ୍କର ଏମିତି ଅଚାନକ ମୃତ୍ୟୁରେ ଫିଲ୍ମ ଇଣ୍ଡଷ୍ଟ୍ରୀ ସମେତ ଲକ୍ଷ ଲକ୍ଷ ଫ୍ୟାନ୍‌ ବି ସ୍ତବ୍ଧ ହୋଇଯାଇଛନ୍ତି। କେକେଙ୍କ ମୃତ୍ୟୁର କାରଣ ହାର୍ଟ ଆଟାକ୍‌ ବୋଲି କୁହାଯାଉଛି। କାଲି ରାତିରେ କୋଲକାତାରେ ଏକ କନ୍‌ସର୍ଟରେ…

କେକେଙ୍କ ମୃତ୍ୟୁକୁ ନେଇ ବଡ଼ ଖୁଲାସା! ୨ ହଜାର କ୍ଷମତା ବିଶିଷ୍ଟ ଅଡିଟୋରିୟମ୍‌ରେ ପଶିଥିଲେ ୫ ହଜାର ଲୋକ; ଛଡ଼ା ଯାଇଥିଲା…

ବଲିଉଡ୍‌ର ଲୋକପ୍ରିୟ ସିଙ୍ଗର କେକେଙ୍କ ନିଧନକୁ ନେଇ ଏବେ ଏକ ବଡ଼ ଖୁଲାସା ହୋଇଛି। ଦାବି କରାଯାଇଛି ଯେ ଯେଉଁ ଅଡିଟୋରିୟମ୍‌ରେ କନସର୍ଟ ଆୟୋଜିତ ହୋଇଥିଲା, ସେଠାରେ କ୍ଷମତା ଠାରୁ ଦୁଇ ଗୁଣା ଅଧିକ ଲୋକ ପହଞ୍ଚିଥିଲେ। କୁହାଯାଉଛି କି, ୨ରୁ ଅଢ଼େଇ ହଜାର କ୍ଷମତା ରଖୁଥିବା ଅଡିଟୋରିୟମ୍‌ରେ…

କେକେଙ୍କ ନିଧନରେ ଶୋକ ବ୍ୟକ୍ତ କଲେ ବିରାଟ କୋହଲି ଓ ଶିଖର ଧଓ୍ଵନ, ଟ୍ଵିଟ୍‌ କରି ଲେଖିଲେ ଏମିତି କଥା

ଲଭ ଅଫ ଭଏସ କେକେ ଅର୍ଥାତ୍‌ କ୍ରିଷ୍ଣାକୁମାର କୁନ୍ନଥଙ୍କର ପରଲୋକ ହୋଇଛି। କୋଲକତାରେ ଏକ କନସର୍ଟରେ ଗୀତ ଗାଉଥିବା ବେଳେ ହଠାତ୍‌ ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା। ଯାହା ପରେ ତାଙ୍କ ହସପିଟାଲକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୫୩…