Browsing Tag

bollywood star

ଷ୍ଟାଇଲିସ ଅନ୍ଦାଜରେ ନଜର ଆସିଲେ ରଣବୀର କପୁର, ନିଜର ଇନଷ୍ଟାଗ୍ରାମ ପେଜରେ ସେୟାର କଲେ ଆଲିଆ ଭଟ୍ଟ

ଆଲିଆ ଭଟ୍ଟ ଏବଂ ରଣବୀର କପୁର ଶୀଘ୍ର ପିତାମାତା ହେବାକୁ ଯାଉଛନ୍ତି। ଏଭଳି ପରିସ୍ଥିତିରେ ପ୍ରଶଂସକମାନେ ଏହି ଦୁଇ ଷ୍ଟାରଙ୍କ ଝଲକ ପାଇବା ପାଇଁ ଅପେକ୍ଷାରେ ଅଛନ୍ତି। ଏପରିକି ଆଲିଆ ଅନେକ ଥର କ୍ୟାମେରାରେ ବେବି ବମ୍ପକୁ ଫ୍ଲଣ୍ଟ କରିଛନ୍ତି । ଏଥି ସହିତ ଆଲିଆ ରଣବୀର କପୁରଙ୍କ ପିତା ହେବାର ଏକ…

ଚାଲିଗଲେ ଲୋକପ୍ରିୟ ଅଭିନେତା ମିଥିଳେଶ ଚତୁର୍ବେଦୀ, ହିନ୍ଦୀ ସିନେମା ଜଗତରେ ଶୋକର ଛାୟା

ବଲିଉଡ୍‌ ଇଣ୍ଡଷ୍ଟ୍ରୀ ପାଇଁ ଅତି ଦୁଃଖଦ ଖବର। ହିନ୍ଦୀ ସିନେମା ଜଗତର ପ୍ରସିଦ୍ଧ କଳାକାର ମିଥିଳେଶ ଚତୁର୍ବେଦୀଙ୍କ ପରଲୋକ ଘଟିଛି। ଗତକାଲି ଅଗଷ୍ଟ ୩ ସନ୍ଧ୍ୟା ସମୟରେ ଅଭିନେତା ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମିଥିଳେଶ ଲମ୍ବା ସମୟରୁ ହୃଦୟଜନିତ ରୋଗରେ ଜୁଝି ହେଉଥିଲେ। ରିପୋର୍ଟ…

ସବା ଆଜାଦଙ୍କ ସହ ନିଜ ରିଲେସନକୁ ଓପନ କଲେ ହ୍ରିତିକ ରୋଶନ

ହ୍ରିତିକ ରୋଶନଙ୍କ ନୂଆ ଗାର୍ଲ ଫ୍ରେଣ୍ଡକୁ ନେଇ ଅନେକ ଚର୍ଚ୍ଚା ହେଉଥିଲା। ତେବେ ବର୍ତମାନ ସେ ତାଙ୍କ ନୂଆ ସମ୍ପର୍କକୁ ଓପନ କରିଛନ୍ତି। ଅର୍ଥାତ ନିଜ ରିଲେସନସିପକୁ ନେଇ ସେ ତାଙ୍କ ବାନ୍ଧବୀ ବିଷୟରେ କହିଛନ୍ତି। କିଛି ଦିନ ପୂର୍ବରୁ ସବା ଆଜାଦ ଓ ତାଙ୍କୁ ଏକାଠି ଅନେକ ସ୍ଥାନରେ ଦେଖିବାକୁ…

ବ୍ରେକଅପ୍ ହେବା ପରେ ବି ଏବେ ମଧ୍ୟ ଭଲ ସାଙ୍ଗ ହୋଇ ରହିଛନ୍ତି ଏହି ବଲିଉଡ୍ ସେଲିବ୍ରିଟି

କିଛି ସମ୍ପର୍କ ଏମିତି ଥାଏ ଯାହାର କିଛି ନାମ ନଥାଏ। କିଛି ଏମିତି ସମ୍ପର୍କ ଏବେ ଗଢି ଉଠିଛି ବଲିଉଡ୍ ସିନେମା ଜଗତରେ। କିନ୍ତୁ ଏହି ସମ୍ପର୍କ ଏବେ ଭଲ ବନ୍ଧୁତ୍ୱରେ ପରିଣତ ହୋଇଛି। ଆଜି ଆମେ ଏମିତି ସେଲିବ୍ରିଟିଙ୍କ ସହ କଥା ହେବା ଯେଉଁମାନଙ୍କ ଲଭ୍ ଷ୍ଟୋରୀ ଥିଲା ଦିନେ ସୁପର୍ ହିଟ୍ ଫିଲ୍ମ…

ଆଉ ଜଣେ ଷ୍ଟାର କିଡ୍‌ଙ୍କ ବଲିଉଡ ଏଣ୍ଟ୍ରି, ସନି ଦେଓଲଙ୍କ ପୁଅ ସହିତ ଆସିବେ ନଜର

ବଲିଉଡରେ ଷ୍ଟାର କିଡ୍‌ଙ୍କ ଅଭାବ ନାହିଁ। ଏବେ ଏହି ତାଲିକାରେ ଆଉ ଜଣେ ଷ୍ଟାର କିଡ୍‌ଙ୍କ ଏଣ୍ଟ୍ରି ହେବାକୁ ଯାଉଛି। ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ପୁନମ୍ ଢିଲୋଁଙ୍କ ଝିଅ ପାଲୋମା ଠାକରିୟା ଢିଲୋଁ ଖୁବଶୀଘ୍ର ବଡ଼ ପରଦାରେ ନଜର ଆସିବେ । ସୁରଜ ବଡ଼ଜାତ୍ୟାଙ୍କ ଅପ୍କମିଙ୍ଗ ଫିଲ୍ମରେ ପରଦାକୁ…

ପୁଣି ବିବାଦୀୟ ବୟାନ ଦେଲେ କଙ୍ଗନା ରଣାଓ୍ବତ, କହିଲେ : ବଲିଉଡ଼ର ଷ୍ଟାର କିଡ୍ସ ’ସିଝା ଅଣ୍ଡା’ ଭଳି ଦେଖାଯାଆନ୍ତି…

କଙ୍ଗନା ରଣାଓ୍ବତ ସବୁବେଳେ ନେପୋଟିଜିମକୁ ନେଇ ନିଜର ବିଚାର ସାବ୍ୟସ୍ତ କରି ଆସିଛନ୍ତି । ନେପୋଟିଜିମ ଓ ଷ୍ଟାର କିଡସଙ୍କୁ ନେଇ କଙ୍ଗନା ଅନେକ ଥର ବିବାଦ ଘେରକୁ ଆସିଥାନ୍ତି । ପୁଣିଥରେ ଷ୍ଟାର କିଡସଙ୍କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି କଙ୍ଗନା। ଯାହାକୁ ନେଇ ସେ ଏବେ ଚର୍ଚ୍ଚାର ପରିସରକୁ…