Browsing Tag

bomb blast

ଗଡଖାରଦ ଗ୍ରାମରେ ବିଳମ୍ବିତ ରାତିରେ ଘର ଉପରକୁ ବୋମାମାଡ

ପିପିଲି(କେନ୍ୟୁଜ୍): ପୁରୀ ଜିଲ୍ଲା କଣାସ ବ୍ଲକ ଗାଡ଼ିଶାଗୋଦା ଥାନା ଅନ୍ତର୍ଗତ ଗଡଖାରଦ ଗ୍ରାମରେ ଏକ ଘର ଉପରକୁ ବୋମାମାଡ଼ ହୋଇଥିବା ନେଇ ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ମିଳିଛି । ଗଡ଼ଖାରଦ ଗ୍ରାମର ରଘୁ ମାନସିଂହ ଘର ଉପରକୁ ଏହି ବୋମାମାଡ ହୋଇଥିବା ଜଣାପଡିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର…

ପୂର୍ବ ଶତୃତାକୁ ନେଇ ବୋଲଗଡ଼ ବାଙ୍କୋଇ ବାଳସିଙ୍ଗି ଗାଁରେ ବୋମା ମାଡ, ୪ ଆହତ

ବେଗୁନିଆ(କେନ୍ୟୁଜ୍): ପୂର୍ବ ଶତୃତାକୁ ନେଇ ବୋମା ମାଡ। ବୋଲଗଡ଼ ବାଙ୍କୋଇ ଫାଣ୍ଡିର ବାଳସିଙ୍ଗି ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ପୂର୍ବ ଶତୃତାକୁ ନେଇ ବୋମା ମାଡ ଘଟିଛି। ଏଥିରେ ୪ଜଣ ଆହତ  ହୋଇଛନ୍ତି । ଦୁଇ ଗୁରୁତରଙ୍କୁ ଆହତ ପ୍ରଥମେ ବାଙ୍କୋଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ…

ସଭାପତି ଚୟନକୁ ନେଇ ଆଠଗଡ ବନମାଳୀପୁର ଗାଁରେ ବୋମାମାଡ଼, ୨ ଅଟକ

ଆଠଗଡ(କେନ୍ୟୁଜ୍‌): ଆଠଗଡ ତିଗିରିଆ ଥାନା ଅନ୍ତର୍ଗତ ବନମାଳୀପୁର ଗାଁରେ ବୋମାମାଡ଼। ଗ୍ରାମ ସଭାପତି ଚୟନକୁ ନେଇ ୩ଟି ବୋମାମାଡ ହୋଇଥିବା ଅଭିଯୋଗ। ଆଠଗଡ ତିଗିରିଆ ଥାନା ଅନ୍ତର୍ଗତ ବନମାଳୀପୁର ଗାଁରେ ଗତକାଲି ବିଳମ୍ବିତ ରାତିରେ ଏହି ବୋମାମାଡ ହୋଇଛି। ଦୁଇ ଜଣଙ୍କୁ ଅଟକ ରଖିଛି ତିଗିରିଆ ପୋଲିସ।…

ପୂର୍ବ ଶତ୍ରୁତାକୁ ନେଇ ନରସିଂହପୁରରେ ବୋମାମାଡ଼

ନରସିଂହପୁର(କେନ୍ୟୁଜ୍): ନରସିଂହପୁରରେ ବୋମାମାଡ଼। ବିଳମ୍ବିତ ରାତିରେ ବୋମା ମାଡ ଘଟଣା ଘଟିଛି କଟକ ଜିଲ୍ଲା ନରସିଂହପୁର ଥାନା ନିମସାହ ଗ୍ରାମ ପଞ୍ଚାୟତର ଚେରମୂଳିଆ ଗ୍ରାମରେ। ସୂଚନା ଅନୁସାରେ ଗ୍ରାମର ଗୋବିନ୍ଦ ପୃଷ୍ଟି ଘର ଉପରକୁ ୨  ଜଣ ମୋଟର ସାଇକେଲରେ ଆସି ବୋମା ମାଡ କରି ଫେରାର…

ବେଙ୍ଗାଲୁରୁ ବିମାନ ବନ୍ଦରରେ ଅଛି ବମ, ଫୋନ କଲ ପାଇବା ପରେ ହାଇ ଆଲର୍ଟରେ ପୋଲିସ

କେନ୍ୟୁଜ୍(ବ୍ୟୁରୋ): ବେଙ୍ଗାଲୁରୁ କେମ୍ପାଗୌଡ଼ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ବୋମା ଥିବା ସୂଚନା । ସୂଚନା ମୁତାବକ ଆଜି ଭୋର ୩.୫୦ ମିନିଟ ସମୟରେ ବେଙ୍ଗାଳୁରୁ ସିଟି ପୋଲିସ କଣ୍ଟ୍ରୋଲ ରୁମ ନମ୍ବର ୧୧୨ କୁ ଏକ ଅଜଣା ଫୋନ ଆସିଥିଲା । ଫୋନ କଲରେ  ଜଣେ ପୁରୁଷ ଭଏସ ଥିବା କୁହାଯାଇଛି । ସୂଚନା…

ଆଫ୍‌ଗାନିସ୍ତାନ: ମସ୍‌ଜିଦ ସମେତ ୪ ସ୍ଥାନରେ ସିରିଜ୍‌ ବୋମା ବିସ୍ଫୋରଣ; ୧୮ ଜଣଙ୍କ ମୃତ୍ୟୁ

ଆଫ୍‌ଗାନିସ୍ତାନରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏଠାରେ ମଜାର-ଏ-ସରିଫ୍‌ ମସ୍‌ଜିଦରେ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏଥି ସହିତ କାବୁଲ, ନଙ୍ଗରହାର ଓ କୁନ୍ଦୁଜରେ ବି ବୋମା ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ମଜାର-ଏ-ସରିଫ୍‌ ମସ୍‌ଜିଦ ସମେତ ୪ଟି ସ୍ଥାନରେ ସିରିଜ୍‌ ବୋମା ବିସ୍ଫୋରଣ ଫଳରେ ୧୮…

ବାଲିଘାଟରେ ବୋମା ଫିଙ୍ଗି ହତ୍ୟା ଘଟଣା: ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କଲା ବିଂଝାରପୁର ପୋଲିସ

ଯାଜପୁର ଟାଉନ(କେନ୍ୟୁଜ୍‌) : ଯାଜପୁର ବିଂଝାରପୁର ମନେଇଗଣ୍ଡ ବାଲିଘାଟ ବୋମା ମାଡ଼ ଘଟଣା,ନାଉପାଳ ଗାଁ ର ଗିରିଧାରୀ ମଳିକ,ବିଷ୍ଣୁ ମଳିକ ଏବଂ ମାଂସଡା ଗାଁ ର ସୁରେନ୍ଦ୍ର ମଳିକ ଙ୍କୁ କୋର୍ଟ ଚାଲାଣ କଲା ବିଂଝାରପୁର ପୋଲିସ। ଗତ ୨୪ ତାରିଖ ସନ୍ଧ୍ୟାରେ ବାଲି ଘାଟ ବିବାଦ କୁ କେନ୍ଦ୍ର କରି…

ଯାଜପୁରରେ ବୋମା ଫିଙ୍ଗି ହତ୍ୟା ଘଟଣାର ପ୍ରତିବାଦ: ମାଂସଡା ନିକଟରେ ରାସ୍ତାରୋକ କଲେ ଉତ୍ଯକ୍ତ ଲୋକେ

ଯାଜପୁର ଟାଉନ୍(କେନ୍ୟୁଜ୍): ଯାଜପୁର ଜିଲ୍ଲା ବିଂଝାରପୁର ମନେଇଗଣ୍ଡ ବାଲିଘାଟକୁ ନେଇ ଦେଖାଦେଇଥିବା ବିବାଦ ଓ ବୋମାମାଡ଼ ଘଟଣା ପ୍ରତିବାଦରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଆଜି ସକାଳୁ ଉତ୍ୟକ୍ତ ଲୋକଙ୍କ ପକ୍ଷରୁ ମାଂସଡା ନିକଟରେ ରାସ୍ତାରୋକ କରାଯାଇଛି। ପୋଲିସର ନିଷ୍କ୍ରିୟତା…

ପୁଣି ଅଶାନ୍ତ ବିଂଝାରପୁର: ବାଲିଘାଟ ବିବାଦକୁ କେନ୍ଦ୍ର କରି ବୋମା ମାଡ଼, ଜଣେ ମୃତ

ଯାଜପୁର ଟାଉନ(କେନ୍ୟୁଜ୍): ଯାଜପୁରରେ ବାଲିଘାଟ ବିବାଦକୁ କେନ୍ଦ୍ର କରି ବୋମା ମାଡ଼ ଓ ଜଣେ ମୃତ। ବିଂଝାରପୁର ଥାନା ଅନ୍ତର୍ଗତ ବଗମରା ଘାଟ ନିକଟସ୍ଥ ମନେଇ ଗଣ୍ଡ ବାଲିଘାଟକୁ କେନ୍ଦ୍ର କରି ଗଣ୍ଡଗୋଳ ଘଟିଛି। ଏଥିରେ ସ୍ଥାନୀୟ ଗ୍ରାମର ସୁରେନ୍ଦ୍ର ଦାସଙ୍କ ମୃତ୍ୟୁ ଘଟିଛି। ସୁରେନ୍ଦ୍ର ଏବଂ…

କୌଣସି ମୁହୂର୍ତ୍ତରେ କିଭ ଦଖଲ କରିପାରେ ଋଷ ସେନା , ଘନ ଘନ ବୋମା ବର୍ଷାରେ କମ୍ପିଲା ୟୁକ୍ରେନ

ନୂଆଦିଲ୍ଲୀ : କିଭକୁ ଘେରୁଛି ରୁଷ ସେନା । ଯେ କୌଣସି ମୁହୂର୍ତ୍ତରେ କିଭ ଦଖଲ କରିପାରେ । ପୂର୍ବ ଓ ପଶ୍ଚିମରୁ ଘେରୁଛି ରୁଷ ସେନା । କିଭ୍‌ ନିକଟବର୍ତ୍ତୀ ଅଞ୍ଚଳରେ ଘନ ଘନ ବୋମାବର୍ଷା । ସାଇରନ ଶବ୍ଦରେ କମ୍ପିଲା ୟୁକ୍ରେନ । ସବୁ ଅଞ୍ଚଳରେ ଋଷ କରିବ ଏୟାର ଷ୍ଟ୍ରାଇକ୍‌ । ୟୁକ୍ରେନର ସବୁ…

ନୟାଗଡ଼ ଖଣ୍ଡପଡା ଥାନା ବଦଶା ଗାଁରେ ହିଂସାକାଣ୍ଡ: ବୋମା ମାଡ଼ରେ ଜଣେ ମୃତ, ଦୁଇ ଆହତ

ନୟାଗଡ଼(କେନ୍ଯୁଜ୍): ନୟାଗଡ଼ ଖଣ୍ଡପଡା ଥାନା ବଦଶା ଗାଁରେ ହିଂସା କାଣ୍ଡ । ବୋମା ମାଡ଼ରେ ଜଣେ ମୃତ, ଦୁଇ ଆହତ । ମୃତ ବ୍ୟକ୍ତିଙ୍କ ନାମ ପ୍ରଶାନ୍ତ ତାରେଣିଆ । ଆହତ ବ୍ୟକ୍ତିଙ୍କୁ ଖଣ୍ଡପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଆସନ୍ତାକାଲି ପଞ୍ଚମ ପର୍ଯ୍ୟାୟରେ ମତଦାନ ହେବ…

ରୁଷ ଫିଙ୍ଗିଥିବା ବିଶାଳକାୟ ବୋମାକୁ ପାଣି ପକାଇ ଡିଫ୍ୟୁଜ୍ କଲେ ୟୁକ୍ରେନର ଏହି ବ୍ୟକ୍ତି, ଦେଖନ୍ତୁ ଭିଡିଓ

ରୁଷ ୟୁକ୍ରେନ ଉପରେ ଆକ୍ରମଣ କରି ସାରା ଦେଶରେ ହଇଚଇ ସୃଷ୍ଟି କରିଛି। ଏହି ସମୟରେ, ତୃତୀୟ ବିଶ୍ୱଯୁଦ୍ଧର ଆଶଙ୍କା ବଢ଼ିବାରେ ଲାଗିଛି। ରୁଷ ଆକ୍ରମଣର ଅନେକ ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସୁଛି। ସେହିପରି ଆଉ ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିବା ପରେ ଆପଣ ବି ବିଶ୍ୱାସ କରିପାରିବେ…