ଆଫ୍ଗାନିସ୍ତାନ: କାବୁଲରେ ବ୍ୟସ୍ତବହୁଳ ସପିଂ ରାସ୍ତାରେ ଭୟଙ୍କର ବୋମା ବିସ୍ଫୋରଣ; ୮ ମୃତ, ୨୨ ଆହତ
ଆଫ୍ଗାନିସ୍ତାନର କାବୁଲରେ ଏକ ବ୍ୟସ୍ତବହୁଳ ସପିଂ ଷ୍ଟ୍ରିଟ୍ରେ ବୋମା ବିସ୍ଫୋରଣ ଘଟିଛି। ଏଥିରେ ୮ ଜଣ ପ୍ରାଣ ହରାଇଥିବା ବେଳେ ୨୨ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନାଥାଉ କି, ଆଫ୍ଗାନିସ୍ତାନରେ ତାଲିବାନ ଶାସନ ଆରମ୍ଭ ହେବା ପରଠାରୁ ବୋମା ବିସ୍ଫୋରଣ ଘଟଣା ବଢ଼ି ଚାଲିଛି।
ନିକଟରେ…