Browsing Tag

bomb threaten

ମୁମ୍ବାଇର ଫାଇଭ୍‌ ଷ୍ଟାର ହୋଟେଲକୁ ବୋମା ଧମକ, ଫୋନରେ ୫ କୋଟି ଟଙ୍କା ମାଗିଲା ଦୁର୍ବୃତ୍ତ

କେନ୍ୟୁଜ୍(ବ୍ୟୁରୋ): ମୁମ୍ବାଇରେ ପୁଣି ବୋମା ଧମକ । ଏକ ଫାଇଭ୍‌ ଷ୍ଟାର ହୋଟେଲକୁ ବୋମା ଧମକ । ହୋଟେଲରେ ୪ଟି ବୋମା ରଖାଯାଇଥିବା ନେଇ ଅଜଣା କଲ ଆସିଛି । ବ୍ୟକ୍ତି ଜଣକ ବୋମା ନିଷ୍କ୍ରିୟ କରିବାକୁ ୫ କୋଟି ଟଙ୍କା ଡିମାଣ୍ଡ କରିଛନ୍ତି । ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ମୁମ୍ବାଇ…