Browsing Tag

Brahmapur

ବ୍ରହ୍ମପୁରରେ ପୁଣି ନକଲି ଗୁଟଖା କରାଖାନା ଠାବ: ଲକ୍ଷାଧିକ ଟଙ୍କାର ପ୍ୟାକିଂ ମେସିନ, ମସଲା ଓ କଞ୍ଚାମାଲକୁ ଜବତ କରିଛି…

ବ୍ରହ୍ମପୁର (କେନ୍ୟୁଜ): ବ୍ରହ୍ମପୁର ସହର ଉପକଣ୍ଠ ସଦର ଥାନା ଅନ୍ତର୍ଗତ ବାଉଁସିଆପଲ୍ଲୀରେ ଠାବ ହୋଇଛି ତିନୋଟି ନକଲି ଗୁଟଖା କରାଖନା। ପୋଲିସ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ପ୍ୟାକିଂ ମେସିନ, ମସଲା ଓ କଞ୍ଚାମାଲକୁ ଜବତ କରିଛି। ବ୍ରହ୍ମପୁର ଏସପି ଡ଼ଃ ସର୍ବଣା ବିବେକ ଏମଙ୍କ ନିର୍ଦ୍ଧେଶ କ୍ରମେ…