Browsing Tag

brajarajnagar byelction

ସରିଲା ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରଚାର, ଆସନ୍ତାକାଲି ପଡିବ ଭୋଟ୍‌

ଝାରସୁଗୁଡ଼ା (କେନ୍ୟୁଜ୍):   ସରିଲା ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରଚାର । ଆସନ୍ତାକାଲି ପଡିବ ଭୋଟ୍‌ । ନିର୍ବାଚନମଣ୍ଡଳୀରେ ଶେଷ ଦମ୍‌ ଦେଖାଇଛନ୍ତି ପ୍ରାର୍ଥୀଙ୍କ ସହ ହେଭିୱେଟ । ଜନସମର୍ଥନ ପାଇଁ ତିନି ପ୍ରମୁଖ ଦଳ ସବୁ ଦଳ ବଳ ଖଟାଇ ପ୍ରଚାର କରିଛନ୍ତି । ୨୭୯ଟି ବୁଥ୍‌ରେ ସକାଳ ୭ଟାରୁ…

ବ୍ରଜରାଜନଗର ଉପ-ନିର୍ବାଚନ ସଜବାଜ: ଗୋଟିଏ ବୁଥ୍‌ରେ ସର୍ବାଧିକ ୧୨୫୦ ଭୋଟର ଦେବେ ଭୋଟ

ଭୁବନେଶ୍ବର(କେନ୍ୟୁଜ୍): ବ୍ରଜରାଜ ନଗର ଉପ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତାରେ ଅଛନ୍ତି ୧୧ଜଣ ପ୍ରାର୍ଥୀ । ୨ ଲକ୍ଷ ୧୪ ହଜାର ୮୭୮ ଭୋଟର ଭୋଟ ଦେବେ । ନାମାଙ୍କନ ଦାଖଲ ପର୍ଯ୍ୟନ୍ତ ଭୋଟର ତାଲିକା ଚୂଡ଼ାନ୍ତ ହୋଇସାରିଛି । ୫୨୫ ଜଣ ଭୋଟର ଘରୁ ଭୋଟ ଦେବାକୁ ଆବେଦନ କରିଥିଲେ । ୩୨୫ ଜଣଙ୍କୁ ଘରୁ…

ବ୍ରଜରାଜନଗର ଉପନିର୍ବାଚନ ପ୍ରଚାର ମୈଦାନ ପ୍ରସ୍ତୁତ: ୩ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର, ୧୧ ପ୍ରାର୍ଥୀ…

ବ୍ରଜରାଜନଗର(କେନ୍ୟୁଜ୍‌): ବ୍ରଜରାଜନଗର ଉପନିର୍ବାଚନ ପ୍ରଚାର ମୈଦାନ ପ୍ରସ୍ତୁତ । ଉପନିର୍ବାଚନ ପାଇଁ ମୋଟ ୧୪ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବାବେଳେ ୩ଜଣ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଛନ୍ତି। ୧୧ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବେ। ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ…

ବ୍ରଜରାଜନଗର ଉପନିର୍ବାଚନ ପାଇଁ ଆସିଲା ବିଜେଡିର ଷ୍ଟାର କ୍ୟାମ୍ପେନର ତାଲିକା, ପ୍ରଚାର ମଙ୍ଗ ଧରିଲେ ବିଜେଡି…

ଭୁବନେଶ୍ୱର(କେନ୍ୟୁଜ୍‌): ବିଜେଡିର ସମରସଜା । ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ଷ୍ଟାର ପ୍ରଚାରକ ତାଲିକା । ବିଜେଡି ପ୍ରକାଶ କଲା ୪୦ ଜଣିଆ ଷ୍ଟାର କ୍ୟାମ୍ପେନର ତାଲିକା । ଉପନିର୍ବାଚନରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଷ୍ଟାର କ୍ୟାମ୍ପେନର ତାଲିକାରେ ଦଳ…

ପାଖେଇ ଆସୁଛି ବ୍ରଜରାଜନଗର ଉପନିର୍ବାଚନ, ଆଜି ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ

ବ୍ରଜରାଜନଗର(କେନ୍ୟୁଜ୍‌): ପାଖେଇ ଆସୁଛି ବ୍ରଜରାଜନଗର ଉପନିର୍ବାଚନ। ଭୋଟିଂକୁ ଆଉ ୧୩ ଦିନ ବାକି। ଆଜି ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ। ଜମିଆସୁଛି ପ୍ରଚାର। ଭୋଟରଙ୍କୁ ନିଜ ସପକ୍ଷରେ ଆକୃଷ୍ଟ କରିବା ପାଇଁ ଦମ୍‌ ଲଗାଇଛନ୍ତି ୩ ଦଳ। ବିଭିନ୍ନ ଦଳର ହେଭିୱେଟ୍‌ ନେତା କର୍ମୀଙ୍କୁ…

ବ୍ରଜରାଜନଗର ଉପନିର୍ବାଚନ: ଶେଷ ଦିନରେ ନାମାଙ୍କନ ଦାଖଲ କଲେ ୩ ଦଳର ପ୍ରାର୍ଥୀ

ଝାରସୁଗୁଡା(କେନ୍ୟୁଜ୍):  ବ୍ରଜରାଜନଗର ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଆଜି ଶେଷ ଦିନ। ବିଶାଳ ରାଲିରେ ଆସି ନାମାଙ୍କନ ଭରିଛନ୍ତି ବିଜେଡି ପ୍ରାର୍ଥୀ ଅଳକା। ଝାରସୁଗୁୁଡ଼ା ଉପଜିଲ୍ଲାପାଳଙ୍କ ଅଫିସରେ ନାମାଙ୍କନ ଦାଖଲ କରିଛନ୍ତି। ନିଜ ସମର୍ଥକଙ୍କ ଗହଣରେ ବିଶାଳ ରାଲିରେ ଆସି ନାମାଙ୍କନ…