ବ୍ରେଡ୍ ବଳକା ରହିଯାଇଛି କି, ତେବେ ବହୁତ କମ୍ ସମୟରେ ସହଜରେ ବନାନ୍ତୁ ମସଲା ବ୍ରେଡ୍
ଆବଶ୍ୟକ ସାମଗ୍ରୀ
୪ ସ୍ଲାଇସ୍ ବ୍ରେଡ୍
୨ ବଡ ଚାମଚ୍ ଲହୁଣୀ
୧/୨ ପିଆଜ
୧/୨ ଟମାଟୋ
୧ ବଡ ଚାମଚ ପାଓ ଭାଜି ମସଲା
୨ଟି ରସୁଣ
୧/୨ ଛୋଟ ଗାଜର
୧/୨ ଚାମଚ୍ ସିମଲା ଲଙ୍କା
୨ ବଡ ଚାମଚ ଟମାଟୋ କେଚଅପ୍
ଆବଶ୍ୟକ ଅନୁସାରେ ଲୁଣ
ପ୍ରସ୍ତୁତି ପ୍ରଣାଳୀ…