୧୦ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ ହେଲେ କଣ୍ଟିଲୋ ଆଉଟ ପୋଷ୍ଟର ସବଇନିସ୍ପେକ୍ଟର
କେନ୍ୟୁଜ୍(ବ୍ୟୁରୋ): ୧୦ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ ହେଲେ ପୋଲିସ ସବଇନିସ୍ପେକ୍ଟର। ନୟାଗଡ଼ ଜିଲ୍ଲା ଖଣ୍ଡପଡା ଥାନା କଣ୍ଟିଲୋ ଆଉଟ ପୋଷ୍ଟ ସବଇନିସ୍ପେକ୍ଟର ପ୍ରଫୁଲ୍ଲ ଦେଓ। ଏକ ମାମଲାରେ ଜବତ ହୋଇଥିବା ମୋଟର ସାଇକେଲ ଛାଡି ଦେବା ପାଇଁ ନେଉଥିଲେ ଏହି ଲାଞ୍ଚ। ଲାଞ୍ଚ ୧୦ ହଜାର ଟଙ୍କା…