ଉଦ୍ଘାଟନ ବେଳେ ଭୁଶୁଡ଼ିପଡ଼ିଲା ବ୍ରିଜ୍, ସ୍ତ୍ରୀଙ୍କ ସହ ନାଳରେ ପଡ଼ିଲେ ମେୟର; ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ: ଉଦ୍ଘାଟନ୍ ବେଳେ ଭୁଶୁଡ଼ି ପଡ଼ିଲା ବ୍ରିଜ୍। ନାଳରେ ଯାଇ ପଡ଼ିଲେ ମେୟର। କେବଳ ମେୟର ନୁହେଁ, ତାଙ୍କ ପତ୍ନୀ ବି ଯାଇ ପଡ଼ିଲେ ନାଳରେ। ମେକ୍ସିକୋ ସହରରେ ଏକ ବ୍ରିଜ୍ ଉଦ୍ଘାଟନ୍ ବେଳେ ଏଭଳି ଅଘଟଣ ଘଟିଛି। ଏହି ବ୍ରିଜ୍ ଉଦ୍ଘାଟନ ବେଳେ ସହରର ମେୟରଙ୍କ ସମେତ ଅନ୍ୟ ଅଧିକାରୀଙ୍କୁ…