Browsing Tag

broken rice

କାହିଁ ଆପଣ ବି ଭଗବାନଙ୍କୁ ଏହି ଜିନିଷ ଅର୍ପଣ କରୁନାହାଁନ୍ତି ତ ! ଭୋଗିବାକୁ ପଡିପାରେ ଭଗବାନଙ୍କ କ୍ରୋଧ

ହିନ୍ଦୁ ଧର୍ମରେ ପୂଜା ପାଠ ଅବସରରେ ଦେବତାଙ୍କୁ ଚାଉଳ ଅର୍ପଣ କରିବାର ବିଧି ଅତି ପ୍ରାଚିନ । ଯେବେ ପୂଜା ସମୟରେ କିଛି ପୂଜା ସାମଗ୍ରୀ କମ ରହିଯାଏ,ସେତେବେଳେ ସେହି ସାମଗ୍ରୀ ବଦଳରେ ଚାଉଳ ଦିଆଯାଇଥାଏ । ହିନ୍ଦୁ ଧର୍ମ ଗ୍ରନ୍ଥରେ ଚାଉଳକୁ ଅକ୍ଷତ କୁହାଯାଏ । ଅକ୍ଷତର ଅର୍ଥ ଯାହା ଭାଙ୍ଗି ନ ଥାଏ…