ପୁରୀରୁ ୨୬୭ ଗ୍ରାମ ବ୍ରାଉନସୁଗର ଜବତ: ୩ ଯୋଗାଣକାରୀଙ୍କ ସହିତ ୫ ମହିଳା ଗିରଫ
ପୁରୀ(କେନ୍ୟୁଜ୍): ପୁରୀ ବାସେଳୀ ସାହି ଥାନା ଓ ସ୍ୱତନ୍ତ୍ର ସ୍କ୍ଵାଡକୁ ବଡ ସଫଳତା। ୨୬୭ ଗ୍ରାମ ବ୍ରାଉନସୁଗର ଜବତ । ୩ ଜଣ ବ୍ରାଉନସୁଗର ଯୋଗାଣକାରୀଙ୍କ ସହ ନୋଳିଆ ସାହିରେ କାରବାର କରୁଥିବା ୫ ମହିଳାଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ୨୬ଲକ୍ଷ ମୂଲ୍ୟର ୨୬୫ ଗ୍ରାମ ବ୍ରାଉନ୍ସୁଗର,୩୫…