ଅବକାରୀ ଫ୍ଲାଇଂ ସ୍କ୍ଵାଡ ହାତରେ ୨୨ଲକ୍ଷ ଟଙ୍କାର ବ୍ରାଉନସୁଗର, ଲେଡ଼ି ଡ୍ରଗ୍ସ କୁଇନ୍ ଗିରଫ
ଭୁବନେଶ୍ୱର(କେନ୍ୟୁଜ୍): ୨୨ଲକ୍ଷ ଟଙ୍କାର ବ୍ରାଉନସୁଗର, ମହିଳା ଗିରଫ। ଅବକାରୀ ଫ୍ଲାଇଂ ସ୍କ୍ଵାଡ ହାତରେ ଧରାପଡିଲା ୨୨ଲକ୍ଷ ଟଙ୍କାର ବ୍ରାଉନସୁଗର। ଲେଡ଼ି ଡ୍ରଗ୍ସ କୁଇନ୍କୁ ଗିରଫ କରିଛି ଅବକାରୀ ଟିମ୍। କ୍ୟାପିଟାଲ ଥାନା ପିଏଚ୍ଡ଼ି କଲୋନୀ କେଦାରପଲ୍ଲୀ ବସ୍ତିରେ ସୁଷମା ନାୟକକୁ ଗିରଫ…