ଭାଇ ଭଉଣୀ ବିକୁଥିଲେ ଧଳା ଜହର: ୬୦ ଗ୍ରାମର ବ୍ରାଉନସୁଗାର ସହ ଉଭୟଙ୍କୁ ଗିରଫ କଲା ପୋଲିସ
ଯାଜପୁର ଟାଉନ (କେନ୍ୟୁଜ୍): ଧଳା ଜହର କାରବାର ବେଳେ ଯାଜପୁର ଅବକାରୀ ବିଭାଗ ପକ୍ଷରୁ ଏକସାଇଜ ସୁପରିଟେଣ୍ଡେଣ୍ଟ ଅମରେନ୍ଦ୍ର ଜେନାଙ୍କ ନିର୍ଦ୍ଦେଶ କ୍ରମେ ଯାଜପୁର ବ୍ଳକ ମାଳଆନନ୍ଦପୁର ନିକଟରେ ଚଢ଼ାଉ। ୬୦ଗ୍ରାମର ବ୍ରାଉନସୁଗାର ଓ ନଗଦ ୫୦୦୦ ଟଙ୍କା ଜବତ ଏବଂ ୨ଜଣ ଭାଇ ଭଉଣୀଙ୍କୁ ଗିରଫ କରିଛି…