Browsing Tag

brownsugar seized

ଭାଇ ଭଉଣୀ ବିକୁଥିଲେ ଧଳା ଜହର: ୬୦ ଗ୍ରାମର ବ୍ରାଉନସୁଗାର ସହ ଉଭୟଙ୍କୁ ଗିରଫ କଲା ପୋଲିସ

ଯାଜପୁର ଟାଉନ (କେନ୍ୟୁଜ୍): ଧଳା ଜହର କାରବାର ବେଳେ ଯାଜପୁର ଅବକାରୀ ବିଭାଗ ପକ୍ଷରୁ ଏକସାଇଜ ସୁପରିଟେଣ୍ଡେଣ୍ଟ ଅମରେନ୍ଦ୍ର ଜେନାଙ୍କ ନିର୍ଦ୍ଦେଶ କ୍ରମେ ଯାଜପୁର ବ୍ଳକ ମାଳଆନନ୍ଦପୁର ନିକଟରେ ଚଢ଼ାଉ। ୬୦ଗ୍ରାମର ବ୍ରାଉନସୁଗାର ଓ ନଗଦ ୫୦୦୦ ଟଙ୍କା ଜବତ ଏବଂ ୨ଜଣ ଭାଇ ଭଉଣୀଙ୍କୁ ଗିରଫ କରିଛି…

ପୁରୀରୁ ୨୬୭ ଗ୍ରାମ ବ୍ରାଉନସୁଗର ଜବତ: ୩ ଯୋଗାଣକାରୀଙ୍କ ସହିତ ୫ ମହିଳା ଗିରଫ

ପୁରୀ(କେନ୍ୟୁଜ୍): ପୁରୀ ବାସେଳୀ ସାହି ଥାନା ଓ ସ୍ୱତନ୍ତ୍ର ସ୍କ୍ଵାଡକୁ ବଡ ସଫଳତା। ୨୬୭ ଗ୍ରାମ ବ୍ରାଉନସୁଗର ଜବତ । ୩ ଜଣ ବ୍ରାଉନସୁଗର ଯୋଗାଣକାରୀଙ୍କ ସହ ନୋଳିଆ ସାହିରେ କାରବାର କରୁଥିବା ୫ ମହିଳାଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ୨୬ଲକ୍ଷ ମୂଲ୍ୟର ୨୬୫ ଗ୍ରାମ ବ୍ରାଉନ୍‌ସୁଗର,୩୫…