ଆଠଗଡ଼: କୁକୁଡ଼ା ଚୋରିକୁ ନେଇ ହତ୍ୟା! ଫାର୍ମ ମାଲିକ ଓ ସହଯୋଗୀ ମିଶି ପିଟି ପିଟି ମାରିଦେଇଥିବା ଅଭିଯୋଗ
ଆଠଗଡ଼(କେନ୍ୟୁଜ୍): କୁକୁଡା ଚୋରିରୁ ହତ୍ୟା ଅଭିଯୋଗ । ଆଠଗଡ଼ ଥାନା କନ୍ଦରପୁର ଟାଙ୍ଗୀ ସାହିରେ କୁକୁଡ଼ା ଚୋରିକୁ ନେଇ ହତ୍ୟା ଅଭିଯୋଗ । କୁକୁଡା ଫାର୍ମ ପାଖରୁ ମୃତଦେହ ଉଦ୍ଧାର କରିଛି ଆଠଗଡ ପୋଲିସ । ମୃତକ କନ୍ଦରପୁର ଗାଁର ଗଣେଶ ସାମଲ ।
ଗଣେଶ ପୂର୍ବରୁ ଉକ୍ତ ଫାର୍ମରେ କାମ କରୁଥିଲେ ।…