Browsing Tag

brutally murder

ଆଠଗଡ଼: କୁକୁଡ଼ା ଚୋରିକୁ ନେଇ ହତ୍ୟା! ଫାର୍ମ ମାଲିକ ଓ ସହଯୋଗୀ ମିଶି ପିଟି ପିଟି ମାରିଦେଇଥିବା ଅଭିଯୋଗ

ଆଠଗଡ଼(କେନ୍ୟୁଜ୍): କୁକୁଡା ଚୋରିରୁ ହତ୍ୟା ଅଭିଯୋଗ । ଆଠଗଡ଼ ଥାନା କନ୍ଦରପୁର ଟାଙ୍ଗୀ ସାହିରେ କୁକୁଡ଼ା ଚୋରିକୁ ନେଇ ହତ୍ୟା ଅଭିଯୋଗ । କୁକୁଡା ଫାର୍ମ ପାଖରୁ ମୃତଦେହ ଉଦ୍ଧାର କରିଛି ଆଠଗଡ ପୋଲିସ । ମୃତକ କନ୍ଦରପୁର ଗାଁର ଗଣେଶ ସାମଲ । ଗଣେଶ ପୂର୍ବରୁ ଉକ୍ତ ଫାର୍ମରେ କାମ କରୁଥିଲେ ।…

ଘର ଛାତ ଉପରୁ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର

ଖୋର୍ଦ୍ଧା(କେନ୍ୟୁଜ୍): ଯୁବକଙ୍କୁ ନିର୍ମମ ହତ୍ୟା । ଘର ଛାତ ଉପରୁ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର । ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ମୋଟା ଗାଁରେ ଅଭାବନୀୟ ଘଟଣା । ମୃତକ ମୋଟା ଗାଁର ରଘୁନାଥ ମହାରଣା । ରଘୁନାଥ ନିଜ ଘର ଛାତ ଉପରେ ଶୋଇଥିବା ବେଳେ କେହି ଦୃର୍ବୁତ୍ତ ତାଙ୍କ…