Browsing Tag

buffalo accident

ମଇଁଷି ପଲକୁ ପିଟିଲା ବୋକାରୋ ଏକ୍ସପ୍ରେସ ଟ୍ରେନ, ୩୦ରୁ ଉର୍ଦ୍ଧ୍ବ ମଇଁଷି ମୃତ

ରାୟଗଡା(କେନ୍ୟୁଜ୍): ରାୟଗଡା ଜିଲ୍ଲାର ପିତମହଲ ନିକଟରେ ଘଟିଛି ରେଳ ଦୁର୍ଘଟଣା। ଆଲିପେ - ଧାନବାଦ ବୋକାରୋ ଏକ୍ସପ୍ରେସ ଟ୍ରେନ ଧକ୍କାରେ ୩୦ରୁ ଉର୍ଦ୍ଧ ମଇଁଷି ମୃତ । ଖବରପାଇ ଘଟଣାସ୍ଥଳରେ ରେଳବାଇ ଇଂଜିନିୟରିଂ ଟିମ ,ଆରପିଏଫ ପୋଲିସ ସହ ଓ ଗ୍ଯାଙ୍ଗ ମ୍ଯାନ ପହଞ୍ଚି ରେଳ ଧାରଣାରୁ ମୃତ ମଇଁଷି…