Browsing Tag

building

ଦୁନିଆର ସବୁଠୁ ଉଚ୍ଚ ଓ ପତଳା ବିଲ୍ଡିଂ, ଏଠାରେ ରହୁଥବା ଲୋକଙ୍କୁ ସାହସୀ ହେବା ସହ ଧନୀ ହେବା ମଧ୍ୟ ଜରୁରି

ଅନେକ ଲୋକେ ଅଛନ୍ତି ଯେଉଁମାନେ କେତେକ କଥାକୁ ନେଇ ଡରନ୍ତି । କେହି କେହି ପାଣିକୁ କେହି କେହି ଅନ୍ଧାରକୁ ଆଉ କେହି କେହି ଉଚ୍ଚତାକୁ । ଏପରି ଲେକେ ଦେଖିଥିବେ ଯେଉଁମାନେ କି ଖୁବ କମ ଉଚ୍ଚରେ ବସିଥିଲେ ବି ତଳକୁ ଦେଖନ୍ତି ନାହିଁ । କାରଣ ସେମାନେ ଭୟ କରିଥାନ୍ତି । ତେଣୁ ସେଭଳି ଲୋକଙ୍କ ପାଇଁ…