Browsing Tag

building collapsed

ଦିଲ୍ଲୀ ଆଜାଦ ନଗରରେ ଅଘଟଣ: ଭୁଶୁଡିଲା ନିର୍ମାଣାଧୀନ ୪ ମହଲା କୋଠା, ୩ମୃତ

ନୂଆଦିଲ୍ଲୀ : ଦିଲ୍ଲୀ ଆଜାଦ ନଗରରେ ଅଘଟଣ। ଭୁଶୁଡିଲା ନିର୍ମାଣାଧୀନ ୪ ମହଲା କୋଠା। ଘଟଣାସ୍ଥଳରେ ୩ଜଣଙ୍କ ମୃତ୍ୟୁ ହୋଇଛି। ଏହା ସହିତ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତଙ୍କୁ ସ୍ଥାନୀୟ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ଏବେବି ମାଟିତଳେ ଅନେକ ଶ୍ରମିକ ଚାପି ହୋଇ ରହିଥିବା ଆଶଙ୍କା…