Browsing Tag

BURIAL IN PAKISTAN

ପାକିସ୍ତାନରେ କବର ଦେବାକୁ ଆଉ ଜାଗା ନାହିଁ, ପୁରୁଣା ଉପରେ କରାଯାଉଛି ଅନ୍ତିମ ସଂସ୍କାର

ପାକିସ୍ତାନର ସବୁଠୁ ବଡ ସହର ଭାବେ ଜଣା କରାଚୀ ଠାରେ କବର ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଅବସ୍ଥା ଏମିତିକି ମୃତକ ମାନଙ୍କ ଅନ୍ତିମ ସଂସ୍କାର କରିବା ପାଇଁ ଏବେ ସହରରେ ଆଉ ଜାଗା ନାହିଁ । ଆଉ ଯଦି ବି କେଉଁଠି ଟିକେ ଜାଗା ବଂଚିଛି ସେଠି ମାଫିଆ ମାନେ ଯେମିତି ସକ୍ରିୟ ହୋଇ ଅଛନ୍ତି ।…