Browsing Tag

burning

ଦୋକାନ ବାହାରେ ଥିବା ବାଇକକୁ ଜାଳିଦେଲେ ଦୁର୍ବୃତ୍ତ, ସିସିଟିଭିରେ କଏଦ ହେଲା ଦୃଶ୍ୟ

କଣ୍ଟାବାଞ୍ଜି(କେନ୍ୟୁଜ୍): ବାଇକ ଜାଳିଦେଲେ ଦୁର୍ବୃତ୍ତ ।  କଣ୍ଟାବାଞ୍ଜି ସହର ବେହେରା ପଡାର ଏକ ଦୋକାନ ବାହାରେ ଥିବା ବାଇକକୁ ଜାଳିଦେଲେ ଦୁର୍ବୃତ୍ତ । ବିଳମ୍ବିତ ରାତିର ଘଟଣା ଘଟିଥିବାବେଳେ ବାଇକ ଜଳିଥିବା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ସ୍ଥାନୀୟ ଥାନାରେ ବାଇକ ମାଲିକ ଅଭିଯୋଗ…

ହୁତୁ ହୁତୁ ହୋଇ ଜଳିଗଲା ତେଲ ବୋଝେଇ ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର

ଭଦ୍ରକ (କେନ୍ୟୁଜ): ଜାତୀୟ ରାଜପଥ ଉପରେ ହୁତୁ ହୁତୁ ହୋଇ ଜଳିଗଲା ଟ୍ରକ୍। ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର। ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟ, ତେଲ ବୋଝେଇ ଟ୍ରକଟି ଭୁବନେଶ୍ୱରରୁ ଭଦ୍ରକ ଯାଉଥିବାବେଳେ ଆଉ ଏକ ଟ୍ରକକୁ ପଛରୁ ଧକ୍କା…

ପୁଣି ଜଳୁଛି ଶିମିଳିପାଳ ଅଭୟାରଣ୍ଯ, ନାକେ ଦମ ହେଲାଣି ବନବିଭାଗ; ବିପଦରେ ଜୀବଜନ୍ତୁ

କରଞ୍ଜିଆ (କେନ୍ୟୁଜ): ଶିମିଳିପାଳ ହେଉଛି ହସ୍ତୀ ଏବଂ ବ୍ଯାଘ୍ର ପ୍ରକଳ୍ପ । ଜୀବଜନ୍ତୁ ଏବେ ବିପଦରେ ,କିଛି ଦିନ ହେବ ଶିମିଳିପାଳ ଅଭୟାରଣ୍ଯ ନିଆଁ ଲାଗିବା ବନ୍ଦ ହେଇଥିଲା ବେଳେ ଆଜି ପୁଣି ଦିନ ଦ୍ୱୀପହରରେ ଲାଗିଛି ନିଆଁ । ବନବିଭାଗ ଗୋଟିଏ ଜାଗାରେ ନିଆଁ ଲିଭାଇବା ବେଳକୁ ଅନ୍ଯ ଜାଗାରେ…