Browsing Tag

bus accident

ଢ଼େଙ୍କାନାଳ କଣ୍ଟେଇ କୋଳିଆ ସୂର୍ଯ୍ୟ ପେଟ୍ରୋଲ ପମ୍ପ ସାମ୍ନାରେ ଟ୍ରଲର ଓ ବସ୍ ମୁହାଁମୁହିଁ ଧକ୍କା, ବସ୍ ଡ୍ରାଇଭର ସହ ୨…

ଢ଼େଙ୍କାନାଳ(କେନ୍ୟୁଜ୍): ଢ଼େଙ୍କାନାଳ ୫୫ ନମ୍ବର ଜାତୀୟ ରାଜପଥ କଣ୍ଟେଇ କୋଳିଆ ସୂର୍ଯ୍ୟ ପେଟ୍ରୋଲ ପମ୍ପ ସାମ୍ନାରେ ଟ୍ରଲର ଓ ବସ୍ ମୁହାଁମୁହିଁ ଧକ୍କା। ଏହି ଦୁର୍ଘଟଣାରେ ବସ୍ ଡ୍ରାଇଭର ସହ ୨ ଯାତ୍ରୀ ଆହତ ହୋଇଛନ୍ତି। ବସଟି ପାଲଲହଡା ରୁ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରୁଥିବା ବେଳେ…

ରଙ୍ଗ ରୁଟରେ ଦୁର୍ଘଟଣା: ଦୁଇ ପଥଚାରୀଙ୍କ ଉପରେ ଚଢିଗଲା ଯାତ୍ରୀବାହୀ ବସ୍ ‘କୌଶଲ୍ୟା’

ଯୋଡ଼ା(କେନ୍ୟୁଜ୍): ବସ୍ ମାଡ଼ିଯାଇ ୨ ଯୁବକ ମୃତ । ଏନ୍ ଏଚ୍ ୫୨୦ ଲହଣ୍ଡା ଛକ ନିକଟରେ କୌଶଲ୍ୟା ନାମକ ଏକ ଯାତ୍ରୀବାହୀ ବସ୍ ଦୁଇ ପଥଚାରୀଙ୍କ ଉପରେ ମାଡ଼ିଯିବାରୁ ଘଟଣା ସ୍ଥଳରେ ହିଁ ସେମାନଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ବସଟି ରାତିରେ ବଡ଼ବିଲରୁ ବାରିପଦା ଅଭିମୁଖେ ଯାଉଥିଲା ବେଳେ,…

ଘାଟି ତଳକୁ ଖସିଲା ମିନି ବସ୍‌, ୮ ଛାତ୍ର ଗୁରୁତର

ଜମ୍ମୁ-କାଶ୍ମୀରର ଉଦ୍ଧମପୁର ଜିଲ୍ଲାରେ ବଡ ଅଘଟଣ ଘଟିଛି । ରାଜ୍ୟର ଉଦ୍ଧମପୁରରେ ଏକ ମିନି ବସ୍ ଘାଟି ତଳକୁ ଖସି ପଡିଛି । ଏଥିରେ ସ୍କୁଲ ଛାତ୍ର ଥିଲେ । ତେବେ ଅଘଟଣରେ ୮ ଜଣ ଛାତ୍ର ଗୁରୁତର ହୋଇଥିବା ସୂଚନା ମିଳିଛି । ସମସ୍ତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବସଟି ବରମୀନ…

ଯାତ୍ରୀବାହୀ ବସ୍‌କୁ ଧକ୍କା ଦେଲା ବାଲି ବୋଝେଇ ହାଇଓ୍ଵା: ୫ଗୁରୁତର, ୧୫ଆହତ

କନ୍ଧମାଳ(କେନ୍ୟୁଜ୍): ଯାତ୍ରୀବାହୀ ବସ୍‌କୁ ଧକ୍କା ଦେଲା ବାଲି ବୋଝେଇ ହାଇଓ୍ଵା । ଆସ୍କାରୁ ୨୫ ଯାତ୍ରୀଙ୍କୁ ନେଇ ବନ୍ଧବାହାଲ ଯାଉଥିବା ବେଳେ ଫୁଲବାଣୀ ଭେଟଖୁଲ ଘାଟି ବୁଲାଣିଆ ରାସ୍ତାରେ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ବସ୍‌ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୫ଜଣଙ୍କ ଅବସ୍ଥା ଗୁରୁତର ରହିଛି ।…

ବସ୍‌କୁ ଧକ୍କା ଦେଲା ବସ୍‌: ୯ ଯାତ୍ରୀଙ୍କ ମୃତ୍ୟୁ, ୧୬ ଆହତ

କେନ୍ୟୁଜ୍(ବ୍ୟୁରୋ):  ବସ୍‌କୁ ଧକ୍କା ଦେଲା ବସ୍‌ । ୯ ଯାତ୍ରୀଙ୍କ ମୃତ୍ୟୁ, ୧୬ ଆହତ । ଉତ୍ତର ପ୍ରଦେଶ ପୂର୍ବାଞ୍ଚଳ ଏକ୍ସପ୍ରେସେଓ୍ଵ ରେ ଘଟିଛି  ମର୍ମନ୍ତୁଦ ଦୁର୍ଘଟଣା। ବାରବାଙ୍କୀ ନିକଟରେ ଭୋର ପ୍ରାୟ ୪ଟା ବେଳେ ଦୁର୍ଘଟଣା ଘଟିଥିଲା। ଗୋଟିଏ ଦୁଇ ଥାକିଆ ବସ୍‌ ଛିଡ଼ା ହୋଇଥିବା ବେଳେ ଆଉ…

ପୂର୍ବାଞ୍ଚଳ ଏକ୍ସପ୍ରେସ ୱେରେ ପରସ୍ପରକୁ ଧକ୍କା ଦେଲା ଡବଲ୍‌ ଡେକର ବସ୍‌: ୮ ମୃତ, ଅନେକ ଗୁରୁତର

ଉତ୍ତରପ୍ରଦେଶର ବାରବାଙ୍କି ଲୋନି କାଟ୍ରା ପୋଲିସ ଷ୍ଟେସନର ନାରାୟଣପୁର ଗ୍ରାମ ନିକଟ ପୂର୍ବାଞ୍ଚଳ ଏକ୍ସପ୍ରେସୱେରେ ଦୁଇଟି ଡବଲ ଡେକର ବସ୍ ମୁହାଁମୁହିଁ ଧକ୍କା ହୋଇଛି। ଏହି ଧକ୍କାରେ ୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି। ଘଟଣା ସ୍ଥଳରେ ପ୍ରଶାସନର…

ଖୋର୍ଦ୍ଧା: ଟ୍ରକକୁ ପଛପଟୁ ଧକା ଦେଲା ବସ, ଜଣେ ମୃତ ୧୦ରୁ ଅଧିକ ଆହତ

ଖୋର୍ଦ୍ଧା(କେନ୍ୟୁଜ୍):  ୧୬ ନଂ ଜାତୀୟ ରାଜପଥର ଗଡ଼ଖୋର୍ଦ୍ଧା ଛକ ନିକଟରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ଜଣକର ମୃତ୍ୟୁ ହୋଇଥିବା ବେଳେ ୧୦ ରୁ ଉର୍ଦ୍ଧ୍ବ ଆହତ ହୋଇ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ସୂଚନା ଅନୁଯାୟୀ ଓଁ ଶାନ୍ତି ନାମକ ବସ…

ଯାତ୍ରୀବାହୀ ବସ୍ ଧକ୍କାରେ ଯୁବକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ବାଲିଗୁଡା(କେନ୍ୟୁଜ୍): ଯାତ୍ରୀବାହୀ ଘରୋଇ ବସ୍ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା । ବାଲିଗୁଡା ଥାନା ବାଟାଗୁଡା ବ୍ରିଜ଼ ନିକଟରେ ଗତକାଲି ରାତିରେ ଶ୍ରୀରାମ ନାମକ ବସ ଟି ବାଇକରେ ଯାଉଥିବା ଏକ ଯୁବକକୁ ଧକ୍କା ଦେଇଥିଲା। ଯାହାଫଳରେ ଯୁବକ ଜଣକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା…

ବାଘମାରୀ ରାସ୍ତା ସିମୋର ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଖସିଲା ବସ୍: ୨୦ ଗୁରୁତର, ୧୦ ଆହତ

ବ୍ରହ୍ମଗିରି(କେନ୍ୟୁଜ୍): ରାସ୍ତାକଡ଼କୁ ଖସିଲା ବସ୍ । ବାଘମାରୀ ରାସ୍ତାର ସିମୋର ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଖସିଲା ବସ୍ । ବାଙ୍କୀରୁ ଭୁବନେଶ୍ୱର ଯାଉଥିବା ବେଳେ ଘରୋଇ ବସ୍ ଦୁର୍ଘଟଣାଗ୍ରସ୍ତ । ଦୁର୍ଘଟଣାରେ ୨୦ଜଣ ଗୁରୁତର ଥିଲା ବେଳେ ୧୦ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତ…

ଟ୍ରକ୍‌କୁ ପଛପଟୁ ଧକ୍କା ଦେଲା ଦ୍ରୁତଗାମୀ ବସ୍‌: ୪ ମୃତ, ୧୦ ଗୁରୁତର

ଉତ୍ତରପ୍ରଦେଶ କୁଶୀନଗର ସ୍ଥିତ ହାଟା କୋତବାଲି ଜାତୀୟ ରାଜପଥ ୨୮ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୪ ଯାତ୍ରୀଙ୍କ ଜୀବନ ଚାଲିଯାଇଥିବା ବେଳେ ୨୯ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ପାଇଁ ହାଟା ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି…

ମାଲକାନଗିରି: ଭାରସାମ୍ଯ ହରାଇ ଓଲଟିଲା ଯାତ୍ରୀବାହୀ ବସ୍, ଦୁଇ ଶିଶୁଙ୍କ ସମେତ ୫ ମୃତ

ମାଲକାନଗିରି(କେନ୍ୟୁଜ): ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ପୁଣି ନେଲା ଜୀବନ। ମାଲକାନଗିରି ଜିଲ୍ଲା ସୀମାନ୍ତ ଆନ୍ଧ୍ରର ଆଲୁରି ସୀତାରାମରାଜୁ ଜିଲ୍ଲାର ଏଡୁଗୁରାଲପଲ୍ଲୀ ନିକଟରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ। ସଂଗୀତା ଟ୍ରାଭଲ ନାମକ ବସ୍ ଭବାନୀପାଟଣା ରୁ ବିଜୱାଡାକୁ ଯିବାବେଳେ ଭାରସାମ୍ଯ…

ଜେସିବି ଧକ୍କାରେ ରାସ୍ତା କଡକୁ ଖସିଲା ଯାତ୍ରୀବାହୀ ବସ୍: ୨୫ ଆହତ, ଜଣେ ଗୁରୁତର

କେନ୍ଦ୍ରାପଡ଼ା (କେନ୍ୟୁଜ୍‌): ବସ୍‌କୁ ଧକ୍କା ଦେଲା JCB। କେନ୍ଦ୍ରାପଡ଼ା ଗଣ୍ଡାଖିଆ ରାସ୍ତା ଓସ୍ତପୁର ଠାରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୨୫ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତଙ୍କୁ କେନ୍ଦ୍ରାପଡ଼ା ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି…