Browsing Tag

bus accident

ଖୋର୍ଦ୍ଧା: ଟ୍ରକକୁ ପଛପଟୁ ଧକା ଦେଲା ବସ, ଜଣେ ମୃତ ୧୦ରୁ ଅଧିକ ଆହତ

ଖୋର୍ଦ୍ଧା(କେନ୍ୟୁଜ୍):  ୧୬ ନଂ ଜାତୀୟ ରାଜପଥର ଗଡ଼ଖୋର୍ଦ୍ଧା ଛକ ନିକଟରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ଜଣକର ମୃତ୍ୟୁ ହୋଇଥିବା ବେଳେ ୧୦ ରୁ ଉର୍ଦ୍ଧ୍ବ ଆହତ ହୋଇ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ସୂଚନା ଅନୁଯାୟୀ ଓଁ ଶାନ୍ତି ନାମକ ବସ…

ଯାତ୍ରୀବାହୀ ବସ୍ ଧକ୍କାରେ ଯୁବକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ବାଲିଗୁଡା(କେନ୍ୟୁଜ୍): ଯାତ୍ରୀବାହୀ ଘରୋଇ ବସ୍ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା । ବାଲିଗୁଡା ଥାନା ବାଟାଗୁଡା ବ୍ରିଜ଼ ନିକଟରେ ଗତକାଲି ରାତିରେ ଶ୍ରୀରାମ ନାମକ ବସ ଟି ବାଇକରେ ଯାଉଥିବା ଏକ ଯୁବକକୁ ଧକ୍କା ଦେଇଥିଲା। ଯାହାଫଳରେ ଯୁବକ ଜଣକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା…

ବାଘମାରୀ ରାସ୍ତା ସିମୋର ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଖସିଲା ବସ୍: ୨୦ ଗୁରୁତର, ୧୦ ଆହତ

ବ୍ରହ୍ମଗିରି(କେନ୍ୟୁଜ୍): ରାସ୍ତାକଡ଼କୁ ଖସିଲା ବସ୍ । ବାଘମାରୀ ରାସ୍ତାର ସିମୋର ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଖସିଲା ବସ୍ । ବାଙ୍କୀରୁ ଭୁବନେଶ୍ୱର ଯାଉଥିବା ବେଳେ ଘରୋଇ ବସ୍ ଦୁର୍ଘଟଣାଗ୍ରସ୍ତ । ଦୁର୍ଘଟଣାରେ ୨୦ଜଣ ଗୁରୁତର ଥିଲା ବେଳେ ୧୦ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତ…

ଟ୍ରକ୍‌କୁ ପଛପଟୁ ଧକ୍କା ଦେଲା ଦ୍ରୁତଗାମୀ ବସ୍‌: ୪ ମୃତ, ୧୦ ଗୁରୁତର

ଉତ୍ତରପ୍ରଦେଶ କୁଶୀନଗର ସ୍ଥିତ ହାଟା କୋତବାଲି ଜାତୀୟ ରାଜପଥ ୨୮ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୪ ଯାତ୍ରୀଙ୍କ ଜୀବନ ଚାଲିଯାଇଥିବା ବେଳେ ୨୯ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ପାଇଁ ହାଟା ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି…

ମାଲକାନଗିରି: ଭାରସାମ୍ଯ ହରାଇ ଓଲଟିଲା ଯାତ୍ରୀବାହୀ ବସ୍, ଦୁଇ ଶିଶୁଙ୍କ ସମେତ ୫ ମୃତ

ମାଲକାନଗିରି(କେନ୍ୟୁଜ): ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ପୁଣି ନେଲା ଜୀବନ। ମାଲକାନଗିରି ଜିଲ୍ଲା ସୀମାନ୍ତ ଆନ୍ଧ୍ରର ଆଲୁରି ସୀତାରାମରାଜୁ ଜିଲ୍ଲାର ଏଡୁଗୁରାଲପଲ୍ଲୀ ନିକଟରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ। ସଂଗୀତା ଟ୍ରାଭଲ ନାମକ ବସ୍ ଭବାନୀପାଟଣା ରୁ ବିଜୱାଡାକୁ ଯିବାବେଳେ ଭାରସାମ୍ଯ…

ଜେସିବି ଧକ୍କାରେ ରାସ୍ତା କଡକୁ ଖସିଲା ଯାତ୍ରୀବାହୀ ବସ୍: ୨୫ ଆହତ, ଜଣେ ଗୁରୁତର

କେନ୍ଦ୍ରାପଡ଼ା (କେନ୍ୟୁଜ୍‌): ବସ୍‌କୁ ଧକ୍କା ଦେଲା JCB। କେନ୍ଦ୍ରାପଡ଼ା ଗଣ୍ଡାଖିଆ ରାସ୍ତା ଓସ୍ତପୁର ଠାରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୨୫ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତଙ୍କୁ କେନ୍ଦ୍ରାପଡ଼ା ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି…

ବସ୍ ଚକା ତଳେ ଚାଲିଗଲା ବାଇକ ଆରୋହୀଙ୍କ ଜୀବନ, ଘଟଣାସ୍ଥଳରେ ବସ ଜାଳିଦେଲେ ଲୋକେ

କାମାକ୍ଷାନଗର (କେନ୍ୟଜ): କାମାକ୍ଷାନଗର ମୁଖ୍ଯ ରାସ୍ତାର ଜଡ଼ାପାଳ ଛକ ନିକଟରେ ଯାତ୍ରୀବାହୀ ବସ ଧକ୍କାରେ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି । ଯାହାକୁ ନେଇ ଉତ୍ତ୍ୟକ୍ତ ଲୋକମାନେ ବସଟିକୁ ଜାଳି ଦେଇଛନ୍ତି । ମୃତକ ଜଣଙ୍କ ତୁମୁସିଙ୍ଗା ଥାନା ସିରିମୂଳା ଗାଁର ମୁକୁନ୍ଦ ସାହୁ । ମୁକୁନ୍ଦ ନିଜ…

କଳିଙ୍ଗା ଘାଟି ନିକଟରେ ପର୍ଯ୍ୟଟକ ବସ୍‌ ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଶୋକ, ବଦଳିବ ବାହାର ରାଜ୍ୟରୁ ଆସୁଥିବା…

ଭୁବନେଶ୍ୱର(କେନ୍ୟୁଜ୍‌): ଦାରିଙ୍ଗବାଡି କଳିଙ୍ଗା ଘାଟି ନିକଟରେ ପର୍ଯ୍ୟଟକ ବସ୍‌ ଦୁର୍ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଖବର ବିଷୟରେ ଜାଣି ମୁଁ ଦୁଃଖିତ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଅମର ଆତ୍ମାର ସଦ୍‌ଗତି ସହ ସମସ୍ତ…

କଳିଙ୍ଗା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍‌: ୬ ଯାତ୍ରୀ ମୃତ, ୩୦ରୁ ଅଧିକ ଆହତ

ଭଞ୍ଜନଗର(କେନ୍ୟୁଜ୍‌): କଳିଙ୍ଗା ଘାଟିରେ ପୁଣି ଦୁର୍ଘଟଣା। ଓଲଟିଲା ଟୁରିଷ୍ଟ ବସ୍‌। ଦୁର୍ଘଟଣାରେ ୬ ଯାତ୍ରୀ ମୃତ, ୩୦ରୁ ଅଧିକ ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଭଞ୍ଜନଗର ଥାନା ଅନ୍ତର୍ଗତ ଦୁର୍ଗାପ୍ରସାଦ ଗାଁ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟଛି। ଖବର ପାଇ ଭଞ୍ଜନଗର ଓ…

ଏମିତି ଦୁର୍ଘଟଣା କେବେ ଦେଖି ନଥିବେ: ମୁହାଁମୁହିଁ ବସ୍‌ ଧକ୍କା ହେବା ପରେ ଉଡ଼ିକି ପଡ଼ିଲେ ଡ୍ରାଇଭର; ସାମ୍ନାକୁ ଆସିଲା…

ରାସ୍ତା ଉପରେ ଦୁର୍ଘଟଣା ଏବେ ଏକ ସାଧାରଣ କଥା ହୋଇଗଲାଣି। ଏହି ଦୁର୍ଘଟଣାରେ ପ୍ରତିଦିନ ଏକାଧିକ ଲୋକଙ୍କ ଜୀବନ ବି ଯାଉଛି। ତଥାପି ଲୋକମାନେ ଦ୍ରୁତ ଗତିରେ ଗାଡ଼ି ଚଲାଇବା ଛାଡ଼ୁ ନାହାନ୍ତି। ଏହି ଦୁର୍ଘଟଣାର ଏକ ଲାଇଭ୍‌ ଫୁଟେଜ୍‌ ଏବେ ସାମ୍ନାକୁ ଆସିଛି। ଏବେ ସୋସିଆଲ ମିଡିଆରେ ଦୁଇଟି ବସ୍‌…

ଭାରସାମ୍ୟ ହରାଇ କେନାଲକୁ ଖସିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ପ୍ରାୟ ୫୦ ଯାତ୍ରୀ

ବୌଦ୍ଧ(କେନ୍ୟୁଜ୍‌): ଭାରସାମ୍ୟ ହରାଇ କେନାଲକୁ ଖସିଲା ଯାତ୍ରୀବାହୀ ବସ୍ । ଅଳ୍ପକେ ବର୍ତ୍ତିଲେ ପ୍ରାୟ ୫୦ ଯାତ୍ରୀ । ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ସ୍ଥିତ ମାଧପୁର ନିକଟରେ ବସ ଦୁର୍ଘଟଣାଗସ୍ତ ହୋଇଛି। ସାରଳା ନାମକ ଏକ ଘରୋଇ ଯାତ୍ରୀବାହୀ ବସ…

ଘାଟିରେ ଓଲଟିଲା ଜଗଦମ୍ବା ଅପେରା ପାର୍ଟି ବସ୍, ୨ ଗୁରୁତର

କାମାକ୍ଷାନଗର(କେନ୍ୟୁଜ): ଘାଟିରେ ଓଲଟିଲା ବସ୍ । ଦୁର୍ଘଣାରେ ୨ଗୁରୁତର। ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ମହାବିରୋଡ଼ ଫାଣ୍ଡି ଜରଡା ଘାଟିରେ ଜଗଦମ୍ବା ଅପେରା ପାର୍ଟିର ବସ୍ ଓଲଟିପଡିଥିଲା। ଆଜି ସକାଳ ପ୍ରାୟ ୮ଟା ବେଳକୁ ଭାରସ୍ୟାମ ହରାଇ ବସଟି ଓଲଟି ପଡିଥିଲା । ବସଟି କଙ୍କଡାହାଡ଼…