Browsing Tag

bus owner

କି ଅଜବ କଥା ! ନିଜ ବସ୍‌ ଟାଇମିଂରେ ଆଉ ଜଣେ ବସ୍‌ ଚଳାଇବାରୁ ଡ୍ରାଇଭରଙ୍କୁ ଆଣ୍ଠେଇ ଦେଲେ ବସ୍‌ ମାଲିକ

ତାଳଚେର(କେନ୍ୟୁଜ୍): ବସ୍‌ ମାଲିକଙ୍କ ଦାଦାଗିରି । ନିଜ ବସ୍‌ ଟାଇମିଂରେ ଆଉ ଜଣେ ବସ୍‌ ଚଳାଇବାରୁ ଡ୍ରାଇଭରଙ୍କୁ ଆଣ୍ଠେଇ ଦେଲେ ବସ୍‌ ମାଲିକ । ତାଳଚେର ବସଷ୍ଟାଣ୍ଡ ନିକଟରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଢେଙ୍କାନାଳରୁ ତାଳଚେର ଅନେକ ବସ ଚାଲେ । କିଏ କାହା ଆଗରେ ଯିବ, କିଏ କାହା ସମୟରେ…