Browsing Tag

businessman

ଲିଫ୍ଟ ମାଗି ବ୍ୟବସାୟୀଙ୍କୁ ଭୁଜାଲିରେ ହାଣିଲେ ଦୁର୍ବୃତ୍ତ, ଲୁଟି ନେଲେ ୧ ଲକ୍ଷ ୭୦ ହଜାର ଟଙ୍କା

ଜଳେଶ୍ୱର (କେନ୍ୟୁଜ): ଲିଫ୍ଟ ମାଗିବା ବାହାନାରେ ରାସ୍ତାରେ ଯାଉଥିବା ବ୍ଯବସାୟୀଙ୍କୁ ଅଟକାଇ ଭୂଜାଲିରେ ଆକ୍ରମଣ କରି ୧ ଲକ୍ଷ ୭୦ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ। ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ମଥାନୀ ଅଣ୍ତର ବାଇପାସ ନିକଟରେ ଆଜି ସକାଳା ୯ ଟା…

ବ୍ୟବସାୟରେ ଟଙ୍କା ପଇସାର ହିସାବ ଠିକରେ ଦେଇପାରିଲାନି ପୁଅ, ଜିଅନ୍ତା ଜାଳିଦେଲା ବାପା …

ନୂଆଦିଲ୍ଲୀ : କର୍ଣ୍ଣାଟକର ରାଜଧାନୀ ବେଙ୍ଗାଳୁରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଏଠାରେ ଜଣେ ବ୍ୟବସାୟୀ ବାପା ପୁଅ ସହିତ ଯୁକ୍ତିତର୍କ ପରେ ରାଗରେ ନିଆଁ ଜଳାଇ ହତ୍ୟା କରିଛି। ଭାଲମିକି ନାଗର ଅଞ୍ଚଳରେ ଏପ୍ରିଲ ୧ ର ଏହି ପୁରା ଘଟଣା ସିସିଟିଭିରେ କଏଦ ହୋଇଛି । ପୋଲିସ୍…