ଘରେ ବନାନ୍ତୁ ଦିଲ୍ଲୀ ଷ୍ଟାଇଲ ବଟର ଚିକେନ
ଯଦି ଆପଣ ଷ୍ଟ୍ରିଟ ଷ୍ଟାଇଲ ଖାଇବାର ସୌକୀନ, ତେବେ ଆମେ ଆପଣଙ୍କୁ ଏମିତି ଏକ ରେସେପି ବିଷୟରେ କହିବୁ ଯାହାକୁ ଖାଇ ଆପଣ ବି ଭୁଲି ପାରିବେ ନାହିଁ । ଆସନ୍ତୁ ଜାଣିବା ଦିଲ୍ଲୀ ଓଲ୍ଡ ଷ୍ଟାଇଲ ବଟର ଚିକେନ ବିଷୟରେ ।
ଆବଶ୍ୟକୀୟ ସାମଗ୍ରୀ :
- ୫୦୦ ଗ୍ରାମ ବୋନଲେସ ଚକେନ ଖଣ୍ଡ
- ୨୫୦…