Browsing Tag

by election

ଆସନ୍ତାକାଲି ଖୋଲିବ ବ୍ରଜରାଜନଗର ଉପନିର୍ବାଚନ ପେଡ଼ିି, ସକାଳ ୮ଟାରୁ ଗଣତି

ଝାରସୁଗୁଡ଼ା(କେନ୍ୟୁଜ୍‌): ଆସନ୍ତାକାଲି ଖୋଲିବ ବ୍ରଜରାଜନଗର ଉପନିର୍ବାଚନ ପେଡ଼ିି । ସକାଳ ୮ଟାରୁ ହେବ ଭୋଟ ଗଣତି । ଏଥିପାଇଁ ୧୪ଟି ଟେବୁଲ କରାଯାଇଛି । ୨୦ ରାଉଣ୍ଡ ଗଣତି ହେବ ବୋଲି ସୂଚନା ମିଳିଛି । କାଉଣ୍ଟିଂ ସୁପରଭାଇଜର, ମାଇକ୍ରୋ ଅବଜରଭର, କାଉଣ୍ଟିଂ ଆସିଷ୍ଟାଣ୍ଟ ଜଣେ ଲେଖାଏଁ ରହି ତଦାରଖ…

ବ୍ରଜରାଜନଗର ଲଢେଇ ପାଇଁ ମୈଦାନ ପ୍ରସ୍ତୁତ, କାହାର ଦମ୍‌ କେତେ? ଫଳାଫଳରୁ ସ୍ପଷ୍ଟ ହେବ

କେନ୍ୟୁଜ୍(ବ୍ୟୁରୋ): ବ୍ରଜରାଜନଗର ମୈଦାନରେ ତିନି ଯୋଦ୍ଧା, ଅଳକା-ରାଧାରାଣୀ-କିଶୋର। ସ୍ୱର୍ଗତ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ବିଜେଡି ପ୍ରାର୍ଥୀ କରିଛି। ବିଜେଡି ପ୍ରାର୍ଥୀ ଘୋଷଣା ପୂର୍ବରୁ ଦଳର ବରିଷ୍ଠ ନେତାଙ୍କୁ ନବୀନ ନିବାସରୁ ଡକରା ଆସିଥିଲା। ପର୍ଯ୍ୟବେକ୍ଷକଙ୍କଠାରୁ…

ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି, ଆଜିଠାରୁ ୧୧ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର…

କେନ୍ୟୁଜ୍(ବ୍ୟୁରୋ): ବ୍ରଜରାଜନଗର ବିଧାନସଭା ଆସନର ଉପନିର୍ବାଚନ ପାଇଁ ଆଜି ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି । ରିଟର୍ଣ୍ଣିଂ ଅଫିସର ତଥା ଉପଜିଲ୍ଲାପାଳଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜିଠାରୁ ୧୧ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରିପାରିବେ ପ୍ରାର୍ଥୀ । ମେ ୧୨ରେ…

ବ୍ରଜରାଜନଗରରେ ବଢ଼ିଲା ରାଜନୈତିକ ଉଷ୍ମତା, ବିଧାନସଭା ଆସନର ଉପନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ ରାଜନୀତି…

(କେନ୍ୟୁଜ): ବ୍ରଜରାଜନଗର ବିଧାନସଭା ଆସନର ଉପନିର୍ବାଚନ ତାରିଖ ଘୋଷଣା ପରେ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି । ଆସନ୍ତାକାଲି ପ୍ରକାଶ ପାଇବ ବିଜ୍ଞପ୍ତି । ଏହାପୂର୍ବରୁ ରାଜନୀତି ଜୋର । ବିଜେଡି କହିଛି, ଦଳ ସବୁବେଳେ ନିର୍ବାଚନ ପାଇଁ ପ୍ରସ୍ତୁତ ରହିଥାଏ । ସେଠାକାର ସଙ୍ଗଠନ ଭଲ ରହିଛି ।…

ବାଜିଲା ବିଗୁଲ: ମେ ୩୧ରେ ବ୍ରଜରାଜନଗର ଉପନିର୍ବାଚନ, ଜୁନ୍‍ ୩ରେ ହେବ ଗଣତି

ଭୁବନେଶ୍ବର(କେନ୍ୟୁଜ୍): ବ୍ରଜରାଜନଗର ପାଇଁ ଉପନିର୍ବାଚନ ତାରିଖ ଘୋଷଣା ହୋଇଛି। ମେ'୩୧ରେ ଭୋଟିଂ ହେବ। ଜୁନ ୩ ତାରିଖରେ ଗଣତି ରହିଛି। ଉପନିର୍ବାଚନ ପାଇଁ ୪ ମେ'ରେ ବିଜ୍ଞପ୍ତି ପ୍ରକାଶ ପାଇବ। ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି ମେ' ୧୧। ପ୍ରାର୍ଥିପତ୍ର ଯାଞ୍ଚ ୧୨ ମେ'ରେ ରହିଛି। ୧୭…

କେମିତି ଓଲଟିଲା ଫଳାଫଳ ! ଜିତିଥିଲେ ହେଲେ ହାରିଲେ କେମିତି ?

ସାଲେପୁର (କେନ୍ୟୁଜ): ସାଲେପୁର ବ୍ଲକ୍ ଶିଶୁଆ ପଞ୍ଚାୟତରେ ଚଳିତ ତ୍ରିସ୍ତରୀୟ ନିର୍ବାଚନରେ ୱାର୍ଡ ମେମ୍ବର ଭାବେ ଜଣେ ପ୍ରାଥୀଙ୍କୁ ବିଜୟୀ ଘୋଷଣାର ଦୁଇ ଦିନ ପରେ ପୁଣି ସେହି ପ୍ରାଥୀଙ୍କୁ ପ୍ରଶାସନ ପକ୍ଷରୁ ପରାଜୟ ଘୋଷଣା କରାଯାଇଛି । ଏହାର ପ୍ରତିବାଦରେ ଆଜି ସାଲେପୁର ବ୍ଲକ ସମ୍ମୁଖରେ…

ପଡ଼ିଲାନି ନୋଟ୍‌ବନ୍ଦୀ ପ୍ରଭାବ: ନିର୍ବାଚନ ବେଳେ ଜବତ ହୋଇଛି ୧୯୧୮ କୋଟି ନଗଦ ଟଙ୍କା, ଡ୍ରଗ୍ସ ଓ ମଦ

ନୋଟ୍‌ ବନ୍ଦୀ ବେଳେ ସରକାର ଦାବି କରିଥିଲେ ଯେ ଦେଶରେ ନଗଦ ଟଙ୍କା ଖୁବ୍‌ କମ୍‌ ମିଳିଛି। ଏହା ଦ୍ୱାରା ଖାସ୍‌ କରି ନିର୍ବାଚନ ବେଳେ ନଗଦ କାରବାର କମିଯିବ। କିନ୍ତୁ ଏବେ ୫ ବର୍ଷ ପରେ ସ୍ଥିତି ପୂରା ଅଲଗା ରହିଛି। ନିର୍ବାଚନ ଆୟୋଗ ଶୁକ୍ରବାର ଏକ ବୟାନ ଜାରି କରି କହିଛନ୍ତି- ଉତ୍ତର ପ୍ରଦେଶ,…

ସତରେ ନିଆରା ! ବିବାହ ମଣ୍ଡପରୁ ଉଠି ମତଦାନ ପାଇଁ ସଚେତନ କରିବାକୁ ବାହାରିଗଲେ ବର-କନ୍ୟା, ଲୋକଙ୍କୁ ବୁଝାଇଲେ ଭୋଟ୍‌ର…

ନବ ବିବାହିତ ବର-କନ୍ୟା କଲେ ମତଦାନ ପ୍ରଚାର। ଲୋକଙ୍କୁ ନିଜ ମୂଲ୍ୟବାନ ଭୋଟ୍‌ ଦେବାକୁ କଲେ ଉତ୍ସାହିତ। ଉତ୍ତର ପ୍ରଦେଶର ବାନ୍ଦା ଜିଲ୍ଲାରେ ଏଭଳି ଏକ ନିଆରା କାର୍ଯ୍ୟକ୍ରମ ଦେଖିବାକୁ ମିଳିଛି। ଏଠାରେ ଜିଲ୍ଲା ପ୍ରଶାସନ ଭୋଟଦାତାଙ୍କ ମଧ୍ୟରେ ସଚେତନତାସୃଷ୍ଟି କରିବାକୁ ଏଭଳି ଏକ ନିଆରା ପ୍ରୟାସ…

ପିପିଲି ଉପନିର୍ବାଚନ ପାଇଁ ମତଦାନ ଆରମ୍ଭ, ମୈଦାନରେ ଲଢୁଛନ୍ତି ୧୦ ପ୍ରାର୍ଥୀ

ପିପିଲି(କେନ୍ଯୁଜ୍): ପିପିଲି ଉପନିର୍ବାଚନ ପାଇଁ ମତଦାନ ଆରମ୍ଭ । ମୈଦାନରେ ଅଛନ୍ତି ୧୦ ପ୍ରାର୍ଥୀ । ୨ ଲକ୍ଷ ୨୯ ହଜାର ୯୯୮ ଭୋଟର ମତାଧିକାର ସାବ୍ୟସ୍ତ କରୁଛନ୍ତି । ସନ୍ଧ୍ୟା ୬ଟା ଯାଏ ମତାଦାନ ଚାଲିବ । ରୁଦ୍ର ପ୍ରତାପ ମହାରଥୀ ବିଜେଡି ପ୍ରାର୍ଥୀ ଅଛନ୍ତି। ବିଜେପିରୁ ଆଶ୍ରିତ ପଟ୍ଟନାୟକ ଓ…

ପିପିଲି ଉପ-ନିର୍ବାଚନ ପାଇଁ ସରିଲା ନାମାଙ୍କନ, ଆଜି କରାଯିବ ପ୍ରାର୍ଥିପତ୍ର ଯାଞ୍ଚ

ପିପିଲି : ପିପିଲି ଉପ-ନିର୍ବାଚନ ପାଇଁ ସରିଲା ନାମାଙ୍କନ ଦାଖଲ ପ୍ରକ୍ରିୟା। ଆଜି ଯାଞ୍ଚ କରାଯିବ । ଏପ୍ରିଲ ୩ ନାମାଙ୍କନ ପତ୍ୟାହାର ଶେଷ ତାରିଖ ରହିଛି । ଏପ୍ରିଲ ୧୭ରେ ପଡିବ ଭୋଟ । ଶେଷ ଦିନରେ ବିଜେଡିରୁ ରୁଦ୍ର ପ୍ରତାପ ମହାରଥୀ ଓ କଂଗ୍ରେସରୁ ଅଜିତ ମଙ୍ଗରାଜ ନାମାନଙ୍କନ ଦାଖଲ କରିଛନ୍ତି।…

ପିପିଲି ଉପନିର୍ବାଚନ ପାଇଁ ଆଜି ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ, ଏହାପରେ ମୈଦାନରେ ଜମିବ ପ୍ରଚାର

ପିପିଲି : ପିପିଲି ଉପନିର୍ବାଚନ ପାଇଁ ଆଜି ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ । ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ ଓ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ପ୍ରାର୍ଥିପତ୍ର ଦାଖଲ କରିବେ । ପୂର୍ବରୁ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ନାମାଙ୍କନ ପତ୍ର ଦାଖଲ କରିସାରିଛନ୍ତି ।…

ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଆରମ୍ଭ ହୋଇଯାଇଛି ମତଦାନ, ବୁଥ୍‌ରେ ପ୍ରବେଶ କରିବା ମାତ୍ରେ ଭୋଟରଙ୍କ…

ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଆରମ୍ଭ ହୋଇଛି ମତଦାନ । କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ଭୋଟ୍‌ ଦେଉଛନ୍ତି ଦୁଇ ନିର୍ବାଚନମଣ୍ଡଳୀର ଭୋଟର । କୋଭିଡ୍‌ ପାଇଁ ବିଶେଷ ସତର୍କତା ଅବଲମ୍ବନ କରାଯାଇଛି । ମତଦାନ ପୂର୍ବରୁ ବୁଥ୍‌ ଗୁଡିକୁ ସାନିଟାଇଜ୍‌ କରାଯାଇଛି। ବୁଥ୍‌ରେ ପ୍ରବେଶ…