Browsing Tag

CAA

ସାବଧାନ! ୧୫ ଅଗଷ୍ଟ ଯାଏଁ ଏହି ଭଳି ସଙ୍ଗୀନ ରହିବ ଦେଶର ସ୍ଥିତି, ଜାଣନ୍ତୁ କାହିଁକି

ଦିଲ୍ଲୀରେ ଗତ କିଛି ଦିନ ଧରି ଚାଲିଥିବା ହିଂସା ତଥା ଦେଶରେ ସିଏଏ (ନାଗରିକତା ସଂଶୋଧନ ଆଇନ୍‌) ଆଦିକୁ ନେଇ ଚାଲିଥିବା ଆନ୍ଦୋଳନକୁ ନେଇ ସ୍ଥିତି ଗମ୍ଭୀର ରହିଛି। ଅନ୍ୟପଟେ ଜ୍ୟୋତିଷଙ୍କ ଆକଳନ ଅନୁସାରେ ଦେଶରେ ଏବେ ଗୋଷ୍ଠୀ କୈନ୍ଦ୍ରିକ ରାଜନୀତି ସମାପ୍ତ ହେବାକୁ ଯାଉଛି। ଜ୍ୟୋତିଷଙ୍କ…

CAA ଲାଗୁପରେ ଭଗବାନ ବାଲାଜୀଙ୍କଠୁ ନେଇ ଅନ୍ୟ ଦେବଦେବୀଙ୍କ ନାଗରିକତା ଦାବିକଲେ ପୂଜାରୀ

ସାରାଦେଶରେ ଏବେ ନାଗରିକତା ସଂଶୋଧନ ଆଇନ(CAA) ଏବଂ ରାଷ୍ଟ୍ରୀୟ ନାଗରିକତା ରେଜିଷ୍ଟର (NRC)କୁ ନେଇ ବିରୋଧ ଲାଗି ରହିଛି। ଏହାମଧ୍ୟରେ ହାଇଦ୍ରାବାଦ ଚିଲକୁର ବାଲାଜୀ ମନ୍ଦିରର ମୁଖ୍ୟ ପୂଜାରୀ ହିନ୍ଦୁ ଦେବଦେବୀଙ୍କ ନାଗରିକତା ପାଇଁ ସରକାରଙ୍କ ନିକଟରେ ଅନୁରୋଧ କରିଛନ୍ତି । ସିଏସ ରଙ୍ଗରାଜନ…

କାର୍ଣ୍ଣାଟକରେ ସିଏଏ ର ପ୍ରଭାବ, ବାଂଲାଦେଶୀ ରହୁଥିବା ସ୍ଥାନରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

ବେଙ୍ଗାଲୁରୁ(କେନ୍ୟୁଜ୍): କାର୍ଣ୍ଣାଟକରେ ସିଏଏ ର ପ୍ରଭାବ ଦେଖିବାକୁ ମିଳିଛି । ଏନେଇ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହାକୁ ସମର୍ଥନ କରାଯାଉଥିବା ବେଳେ ଏପେଟେ ସେମାନଙ୍କ ସହ ବସବାସ କରୁଥିବା ଅନ୍ୟ ବ୍ୟକ୍ତି ମାନେ ବାସହରା ହୋଇଛନ୍ତି । ତେବେ ଏହି ଉଚ୍ଛେଦ ପ୍ରକ୍ରିୟାକୁ ବିରୋଧ…

ନାଗରିକତା ଆଇନ ଉପରେ ଲାଗିବନି ରୋକ, ସୁପ୍ରିମକୋର୍ଟଙ୍କ ଶୁଣାଣି ପରେ କେନ୍ଦ୍ର ସରକରାଙ୍କୁ ମିଳିଲା ବଡ ଆଶ୍ୱସ୍ତି

ନୂଆଦିଲ୍ଲୀ(କେନ୍ୟୁଜ୍): ନାଗରିକତା ସଂଶୋଧନ ଆଇନ ଉପରେ ରୋକ ନେଇ ଆବେଦନକୁ ସୁପ୍ରିମ କୋର୍ଟଙ୍କ ଅଗ୍ରାହ୍ୟ। ସିଏଏ ନେଇ ସମସ୍ତ ଆବେଦନର ଶୁଣାଣି ସାମ୍ବିଧାନିକ ଖଣ୍ଡପୀଠରେ ହେବ। ସିଏଏର ବୈଧତା ଓ ଏହାକୁ ରୋକ ଲଗାଇବାକୁ ହୋଇଥିବା ୧୪୦ରୁ ଅଧିକ ମାମଲାର ଶୁଣାଣି କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟଙ୍କ…

ନାଗରିକତା ସଂଶୋଧନ ଆଇନ ନେଇ ଆଜି ମହାଶୁଣାଣି, ଏକା ସଙ୍ଗେ ୧୪୦ଟି କେସର ବିଚାର କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସିଏଏର ବୈଧତାକୁ ନେଇ ସୁପ୍ରିମକୋର୍ଟରେ ଆଜି ୧୪୦ରୁ ଅଧିକ ମାମଲାର ହେବ ଶୁଣାଣି । ପ୍ରଧାନ ବିଚାରପତି ଜଷ୍ଟିସ ଏସ. ଏ. ବୋବଡେ, ଜଷ୍ଟିସ ଅବଦୁଲ ନାଜିର ଓ ଜଷ୍ଟିସ ସଂଜୀବ ଖାନ୍‌ଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏହି ସମସ୍ତ ମାମଲାର ଶୁଣାଣି ଏକ ସଂଗେ ହେବ । ନାଗରିକତା ସଂଶୋଧନ ଆଇନ-…

ପାକିସ୍ତାନ ଶରଣାର୍ଥୀଙ୍କୁ ନାଗରିକତା ନଦେବା ପର୍ଯ୍ୟନ୍ତ ସରକାର ବିଶ୍ରାମ ନେବେ ନାହିଁ: ଅମିତ ଶାହ

ମଧ୍ୟପ୍ରଦେଶ : ପାକିସ୍ତାନ ଶରଣାର୍ଥୀଙ୍କୁ ନାଗରିକତା ନଦେବା ପର୍ଯ୍ୟନ୍ତ ସରକାର ବିଶ୍ରାମ ନେବେ ନାହିଁ । ମଧ୍ୟପ୍ରଦେଶ ଜବଲପୁରରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ଏହା କହିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । କଂଗ୍ରେସକୁ ଶୁଣେଇ ଶୁଣେଇ କହିଛନ୍ତି, ବିରୋଧକୁ ଯେଉଁ ସ୍ତରକୁ ନେବାର…

ଆସନ୍ତା ଜାନୁଆରୀ ୩୧ରୁ ଆରମ୍ଭ ହୋଇପାରେ ସଂସଦର ବଜେଟ୍‌ ଅଧିବେଶନ, ବିଶେଷ ଧ୍ୟାନ ରହିବ ସିଏଏ ଉପରେ

ନୂଆଦିଲ୍ଲୀ: ଆସନ୍ତା ଜାନୁଆରୀ ୩୧ରୁ ଆରମ୍ଭ ହୋଇପାରେ ସଂସଦର ବଜେଟ୍‌ ଅଧିବେଶନ । ସୂଚନା ଅନୁସାରେ ଦୁଇଟି ପର୍ଯ୍ୟାୟରେ ହେବ ବଜେଟ୍‌ ଅଧିବେଶନ । ପ୍ରଥମ ପର୍ଯ୍ୟାୟ ଅଧିବେଶନ ଜାନୁଆରୀ ୩୧ରୁ ଆରମ୍ଭ ହୋଇ ଫେବ୍ରୁଆରୀ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ । ସେହିପରି ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ…

ସିଏଏ ହିଂସା ପାଇଁ ରାହୁଲ ଓ ପ୍ରିୟଙ୍କା ଦାୟୀ: ଅମିତ ଶାହ

ନୂଆଦିଲ୍ଲୀ: ସିଏଏକୁ ନେଇ ବିରୋଧୀଙ୍କୁ ଗୃହ ମନ୍ତ୍ରୀଙ୍କ ଟାର୍ଗେଟ୍‌। ନାଗରିକତା ସଂଶୋଧନ ଆଇନ୍‌ ବିରୋଧରେ ହିଂସାତ୍ମକ ଆନ୍ଦୋଳନ ପାଇଁ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଦାୟୀ ବୋଲି କହିଛନ୍ତି ଅମିତ ଶାହ। ଲୋକଙ୍କୁ ବିଭ୍ରାନ୍ତ କରି ହିଂସାକାଣ୍ଡ ପାଇଁ ଉସୁକାଇଛନ୍ତି ବୋଲି ସେ ଅଭିଯୋଗ…

ନାଗରିକତା ସଂଶୋଧନ ଆଇନ ସଂପର୍କରେ ଲୋକଙ୍କୁ ଜଣାଇବା ପାଇଁ ବିଜେପିର ନୂଆ ଯୋଜନା, ଆଜି ସଂଧ୍ୟାରେ ହେବ ଶୁଭାରମ୍ଭ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ ସଂପର୍କରେ ଲୋକଙ୍କୁ ଜଣାଇବା ପାଇଁ ନୂଆ ଯୋଜନା କରିଛି ବିଜେପି । ଆଜି ସଂଧ୍ୟା ୬ଟାରେ ବିଜେପି କାର୍ଯ୍ୟକାରୀ ଅଧ୍ୟକ୍ଷ ଜେ. ପି ନଡ୍ଡା ବଡୋଦରା ସ୍ୱାମୀ ନାରାୟଣ ମନ୍ଦିର ପଡ଼ିଆରେ ଜନ ଜାଗରଣ ଅଭିଯାନର ଶୁଭାରମ୍ଭ କରିବେ । ସାରା ଦେଶରେ ବିଜେପିର ଏହି ଅଭିଯାନ…

CAA ବିରୋଧରେ ଚାଲିଥିବା ହିଂସାକାଣ୍ଡ ଉପରେ ମୁହଁ ଖୋଲିଲେ ସେନାମୁଖ୍ୟ ଜେନେରାଲ୍‌ ବିପିନ ରାଓ୍ଵତ, କହିଲେ ଏଭଳି କଥା

କେନ୍ୟୁଜ୍(ବ୍ୟୁରୋ):ନାଗରିକତା ସଂଶୋଧନ ଆଇନ ବିରୋଧରେ ଦେଶରେ ଚାଲିଥିବା ବିରୋଧ ପ୍ରଦର୍ଶନ ଓ ହିଂସାକାଣ୍ଡ ଉପରେ ମୁହଁ ଖୋଲିଲେ ସେନାମୁଖ୍ୟ ଜେନେରାଲ୍‌ ବିପିନ ରାଓ୍ଵତ । କୌଣସି ବିଶ୍ୱବିଦ୍ୟାଳୟର ନାଁ ନ ନେଇ ବିରୋଧ ପ୍ରଦର୍ଶନ ଉପରେ ସେ ପ୍ରଶ୍ନ ଉଠାଇଛନ୍ତି । ଦିଲ୍ଲୀର ଏକ କାର୍ଯ୍ୟକ୍ରମରେ…

ସମାବର୍ତ୍ତନ ଉତ୍ସବରେ ଡିଗ୍ରୀ ନେବାବେଳେ ସିଏଏକୁ ବିରୋଧ କରି ଏମିତି କଲେ ଛାତ୍ରୀ, ଦେଖନ୍ତୁ ଭିଡିଓ

କୋଲକତା: ଜାଦବପୁର ବିଶ୍ବବିଦ୍ୟାଳୟର ଏକ ଛାତ୍ରୀ କନଭୋକେସନ୍ ସମାରୋହରେ ନିଜର ଡିଗ୍ରୀ ଗ୍ରହଣ କରିବା ସମୟରେ ସଂଶୋଧନ ନାଗରିକ ଆଇନ୍ ପ୍ରତି ନିଜର ବିରୋଧ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି । ଛାତ୍ରୀ ଜଣଙ୍କ ଏହି ବିବାଦସ୍ପଦ ଆଇନର ବିରୋଧ କରିବା ସହିତ ସିଏଏ ପେରରକୁ ଫାଡି ପ୍ରତିକ୍ରିୟା…