ନୀତୀଶଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହେଲେ ୩୧ ମନ୍ତ୍ରୀ: ବିଜେପି କହିଲା-ଏହା ନୀତୀଶ ନୁହେଁ, ତେଜସ୍ୱୀ ସରକାର
ବିହାରରେ ନୂଆ ସରକାର ଗଠନ ହେବା ପରେ ଆଜି ମୋଟ୍ ୩୧ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି। ଆରଜେଡିରୁ ୧୬, ଜେଡିୟୁରୁ ୧୧, କଂଗ୍ରେସରୁ ୨ ଓ ଜୀତନରାମ ମାନ୍ଝୀ ପାର୍ଟିରୁ ଜଣେ ସ୍ୱାଧୀନ ବିଧାୟକ ମନ୍ତ୍ରୀ ହୋଇଛନ୍ତି। ଅନ୍ୟପଟେ ବିଜେପି ଏହି ମହାଗଠବନ୍ଧନ ସରକାରକୁ ଟାର୍ଗେଟ୍ କରି କହିଛି ଯେ ଏହା…