Browsing Tag

cabinet meeting

ରାଜ୍ୟ ଖାଦ୍ୟ ସୁରକ୍ଷା ବିଲକୁ କ୍ୟାବିନେଟ୍ ମୋହର

ଭୁବନେଶ୍ବର : ଶେଷ ହୋଇଛି କ୍ୟାବିନେଟ୍ ବୈଠକ । ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଚାଲିଥିବା ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ ହୋଇଛି । ବୈଠକରେ ରାଜ୍ୟ ଖାଦ୍ୟ ସୁରକ୍ଷା ବିଲକୁ ମିଳିଲା ମଂଜୁରୀ ମିଳିଛି । ଅକ୍ଟୋବର ୨ରେ ଲାଗୁ ହେବ ଯୋଜନା । ଯୋଗ୍ୟ ହିତାଧିକାରୀ ୨ ମାସ ମଧ୍ୟରେ ଆବେଦନ…

ଆଜି ସନ୍ଧ୍ୟାରେ ବସିବ ଐତିହ୍ୟ କ୍ୟାବିନେଟର ପ୍ରଥମ ବୈଠକ

ଭୁବନେଶ୍ବର: ଆଜି ସନ୍ଧ୍ୟାରେ ରାଜ୍ୟ ସଚିବାଳୟରେ ବସିବ ଐତିହ୍ୟ କ୍ୟାବିନେଟର ପ୍ରଥମ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। ଐତିହ୍ୟ କ୍ୟାବିନେଟର ସଦସ୍ୟ ଥିବା ୭ ଜଣ ମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ । ବିଶେଷ କରି ୬ଟି ଏଜେଣ୍ଡା ଉପରେ ଆଲୋଚନା କରାଯିବ।…

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍ ମୋହର !

ଭୁବନେଶ୍ବର : ଚାଷୀ ଏବର୍ଷ ଧାନର କ୍ୱିଣ୍ଟାଲ ପ୍ରତି ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମ୍‌ଏସ୍‌ପି ୧୭ ଶହ ୫୦ ଟଙ୍କା ପାଇବେ । ପୂର୍ବବର୍ଷ ଏହା ୧୫ ଶହ ୫୦ ଟଙ୍କା ଥିଲା । ୨୦୧୮-୧୯ ଖରିଫ ଧାନ ପାଇଁ କେନ୍ଦ୍ର ସରକାର ଧାନର ଏମ୍‌ଏସ୍‌ପି ୨୦୦ ଟଙ୍କା ବଢ଼ାଇଛନ୍ତି । ତେବେ ଏ ଗ୍ରେଡ୍‌ ଧାନର…

ରାଜ୍ୟ କ୍ୟାବିନେଟ୍ ବୈଠକରେ ୯ଟି ପ୍ରସ୍ତାବ ଉପରେ ଲାଗିଲା ମୋହର

ଭୁବନେଶ୍ବର : ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୯ଟି ପ୍ରସ୍ତାବକୁ ମଞ୍ଜୁରୀ । କୋରାପୁଟ ଜିଲ୍ଲାରେ ହେବ ବୃହତ୍‌ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ । ୩ଟି ବ୍ଲକର ୨ ଲକ୍ଷ ୮୦ ହଜାର ଲୋକଙ୍କ ପାଇଁ ବିଶୁଦ୍ଧ ପାନୀୟଜଳ ଯୋଗାଣ ବ୍ୟବସ୍ଥା କରାଯିବ । ଏହି ପ୍ରସ୍ତାବ ଉପରେ ରାଜ୍ୟ କ୍ୟାବିନେଟ୍‌ ମୋହର…