ଚାକିରିରୁ ବିଦା ହୋଇଥିବା କର୍ମଚାରୀଙ୍କ ପାଗଳାମୀ, ଜେସିବି ଲଗାଇ ଭାଙ୍ଗିଲେ ମାଲିକଙ୍କ ଘର; ଦେଖନ୍ତୁ ଭିଡିଓ
ଚାକିରିରୁ ତଡ଼ି ଦେବାରୁ ଜେସିବି ଲଗାଇ ମାଲିକର ଘର ଭାଙ୍ଗିଲା କର୍ମଚାରୀ। କାନାଡ଼ାର କାଲଗେରିରୁ ସାମ୍ନାକୁ ଆସିଛି ଏଭଳି ଘଟଣା। ଏଠାରେ ମାଲିକ ଉପରେ ରାଗି ଜଣେ ଚାକର ହ୍ରଦ କୂଳରେ ଥିବା ତାଙ୍କର ଏକ ସୁନ୍ଦର ଘର ଭାଙ୍ଗି ଦେଇଥିବା ଜଣାଯାଇଛି। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ…