କ୍ୟାନ୍ସର ଭଳି ସାଂଘାତିକ ରୋଗକୁ ବି ଏବେ ସହଜରେ ମାତ୍ ଦେଇପାରିବେ, କରନ୍ତୁ କେବଳ ଏହି କାମ
ଦିନକୁ ଦିନ କ୍ୟାନସର ରୋଗ ଏମିତି କାୟା ବିସ୍ତାର କଲାଣି ଯେ ସରକାରଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତାଙ୍କ ପର୍ଯ୍ୟନ୍ତ ଭୟରେ ରହୁଛନ୍ତି। ଏମିତିରେ ତ ରୋଗ ନାଁ ଶୁଣିଲେ ଡର ମାଡ଼େ, କିନ୍ତୁ କ୍ୟାନସର ହେବା ମାତ୍ରେ ଅଳ୍ପ ଦିନରେ ମୃତ୍ୟୁ ସୁନିଶ୍ଚିତ ବୋଲି ରୋଗୀ ମନରେ ଧାରଣା ସୃଷ୍ଟି…