କଳା ଅପେକ୍ଷା ଗୋରାଙ୍କ ଠାରେ କ୍ୟାନସର ଅଧିକ
ବର୍ତ୍ତମାନ ସମୟ ହେଉଛି ନିଜକୁ ନିରୋଗୀ ରଖିବାର । କାରଣ କେତେବେଳେ ଯେ କୋଉ ମୁହୂର୍ତ୍ତରେ ରୋଗ ଆପଣଙ୍କ ଶରୀରରେ ଘର କରିବ ତାହା ଜଣାବିନଥିବ । ଆଜିକାଲିର ସମୟରେ ରୋଗ ହେଲେ ମଣିଷ କଣ କରିବ କିଛି ବୁଦ୍ଧି ବାଟ ଦିଶୁନି । ଆଉ ଯଦି କିଛି ବଡ ରୋଗ ହେଲା ତେବେ ତ କଥା ସରିଲା । ଯେମିତିକି…