Browsing Tag

cannabis seized

ପିକ୍ଅପ୍ ଭ୍ୟାନ୍ ସହ ୧୨ କୁଇଣ୍ଟାଲ ଗଞ୍ଜେଇ ଜବତ, ୩ ଗିରଫ

ମୋହନା (କେନ୍ୟୁଜ): ଗଜପତି ଜ଼ିଲ୍ଲା ମୋହନା ଥାନା ଡେଙ୍ଗମା ଗାଁ ନିକଟରେ ଚଢ଼ଉ କରି ପିକ୍ଅପ୍ ଭ୍ୟାନ୍ ସହ ୧୨ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି ପୁଲିସ । ଚୋରାଚାଲାଣରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ ସହ କୋର୍ଟଚାଲାଣ କରାଯାଇଛି । ସେମାନେ ହେଲେ ରା.ଉଦୟଗିରି ଥାନା ବାଲିସାହି ଗାଁର ପ୍ରଦିପ ମାଝୀ…

ମାଛକୁଣ୍ଡ ପୋଲିସ୍ ଦ୍ବାରା ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ

କୋରାପୁଟ(କେନ୍ୟୁଜ୍‌): ଗଞ୍ଜେଇ  ଧରପଗଢକୁ ଯୋରଦାର କରିଛି ଲମତାପୁଟ ଓ ମାଛକୁଣ୍ଡ ପୋଲିସ୍ । ସୁରୁମି ଠାରୁ ହରିୟାନା ଗଞ୍ଜେଇ ଚୋରା ଚାଲାଣ କରାଯାଉଥିବାବେଳେ ମାଛକୁଣ୍ଡ ପୋଲିସ ଦ୍ବାରା ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ । ଏହାସହ ଗୋଟିଏ କାର ସହ ୨ଜଣ ଯୁବକଙ୍କୁ ଗିରଫ କରାଯାଇଛି । ସୁରୁମି…

ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢଉ: ୧୪ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଜବତ

କନ୍ଧମାଳ(କେନ୍ଯୁଜ୍): ୧୪ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଜବତ । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢଉ । ଫିରିଙ୍ଗିଆ ଥାନା ଅନ୍ତର୍ଗତ ନୂଆପଦର ପଞ୍ଚାୟତ ରବିଙ୍ଗିଆ ଓ କାଟାପାଙ୍ଗା ସ୍ଥିତ ଜଙ୍ଗଲରେ ଚଢଉ କରାଯାଇଥିଲା । ଜଙ୍ଗଲର ୧୪୭ ଏକର ଜମିରେ ଚାଷ…

ଆମ୍ବୁଲାନ୍ସ ଭିତରେ ୫୦ କେଜିରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ, ଡ୍ରାଇଭର ସମେତ ଆଉ ଜଣେ ଅଟକ

ଭଦ୍ରକ(କେନ୍ଯୁଜ୍) : ଅଭିନବ ଉପାୟରେ ଗଞ୍ଜେଇ ଚୋରା ଚାଲାଣ କରାଯାଉଥିବାବେଳେ ଧରିଛି ପୋଲିସ୍ । ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ! ଆମ୍ବୁଲାନ୍ସ ଭିତରେ ୫୦ କେଜିରୁ ଉର୍ଦ୍ଧ୍ୱ ଗଞ୍ଜେଇ ଗାଡ଼ିକୁ ଜବତ କଲା ଭଦ୍ରକ ଟାଉନ ପୋଲିସ । କୌଣସି ସୁତ୍ରରୁ ଖବରପାଇ ବନ୍ତ ଛକ ନିକଟରେ ପୋଲିସ ଜଗି ରହିଥିଲା ।…

ଭୁବନେଶ୍ୱର ରସୁଲଗଡ଼ ଛକରୁ ୨୫ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ନୀଳ ଜହର ଜବତ, ଦୁଇ ଅଭିଯୁକ୍ତଙ୍କୁ ଗିରଫ

ଭୁବନେଶ୍ୱର(କେନ୍ଯୁଜ୍): ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ। ବିହାର ଚୋରା ଚାଲାଣ ବେଳେ ଭୁବନେଶ୍ୱର ରସୁଲଗଡ଼ ଛକରୁ ଜବତ ହେଲା ଅଢେଇ କ୍ୱିଣ୍ଟାଲ ନୀଳ ଜହର। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୫ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ହେବ। ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି NCB ଭୁବନେଶ୍ୱର…

କଦଳୀ ବୋଝେଇ ଟ୍ରକରେ ବିପୁଳ ପରିମାଣର ଗଞ୍ଜେଇ ଚାଲାଣ, ୨ ଅଟକ

ଜୟପୁର(କେନ୍ଯୁଜ୍): ବାହାରେ କଦଳୀ, ଭିତରେ ଗଞ୍ଜେଇ। କଦଳୀ ବୋଝେଇ ଟ୍ରକରେ ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ। ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ଜୟପୁର ସଦର ଥାନା ପୋଲିସ। କଦଳୀ ବୋଝେଇ ଟ୍ରକରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ପୋଲିସକୁ ସୂଚନା ମିଳିଥିଲା। କୋରାପୁଟ ଘାଟିରେ ଏକ ଟ୍ରକକୁ…

ଭୁବନେଶ୍ୱର ବରମୁଣ୍ଡା ଅଞ୍ଚଳରୁ ୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ରାଜଧାନୀରୁ ପୁଣି ନୀଳ ଜହର ଜବତ । ଭୁବନେଶ୍ୱର ବରମୁଣ୍ଡା ଅଞ୍ଚଳରୁ ୪୫ କିଲୋରୁ ଅଧିକ ଗଞ୍ଜେଇ ଜବତ ହୋଇଛି । ଏହାସହ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଭୁବନେଶ୍ୱର ଅବକାରୀ ବିଭାଗ । ଫୁଲବାଣୀରୁ ଚାଲାଣ ହେଉଥିଲା ଗଞ୍ଜେଇ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କା ହେବ…

ଗଞ୍ଜାମ ତପ୍ତପାଣି-ଦିଗପହଣ୍ଡି ରାସ୍ତାର ଦସେଇପୁର ଛକ ନିକଟରେ ଗଞ୍ଜେଇ ଭର୍ତ୍ତି କାର୍‌ ଜବତ, ଜଣେ ଗିରଫ

ଗଞ୍ଜାମ : ଗଞ୍ଜାମ ତପ୍ତପାଣି-ଦିଗପହଣ୍ଡି ରାସ୍ତାର ଦସେଇପୁର ଛକ ନିକଟରେ ଗଞ୍ଜେଇ ଭର୍ତ୍ତି କାର୍‌ ଜବତ । ଗଜପତିରୁ କାରଟି ଆସୁଥିବା ସମୟରେ ଧରାପଡିଥିବା ଜଣାପଡିଛି । ତେବେ କାର୍ ଭିତରୁ ୧୪୦କେଜି ଗଞ୍ଜେଇ ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରଯାଇଛି । ଘଟଣାସ୍ଥଳରୁ ଜଣେ ଅଭିଯୁକ୍ତ…

ନଡ଼ିଆ କତାରୁ ୫୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କଲା ବ୍ରହ୍ମପୁର ଅବକାରୀ ବିଭାଗ, ୩ ଗିରଫ

ଗଜପତି: ଗଞ୍ଜେଇ ଚାଲାଣର ଅଭିନବ ଚାଲ୍‌। ନଡ଼ିଆ କତାରେ ହେଉଥିଲା ଚାଲାଣ। ଖବର ପାଇ ଲାଞ୍ଜିପାଲି ବାଇପାସରେ ପାଟ୍ରୋଲିଂ କରୁଥିବାବେଳେ ୧୧ କ୍ୱିଣ୍ଟାଲ ଗଞ୍ଜେଇ ଜବତ କଲା ବ୍ରହ୍ମପୁର ଅବକାରୀ ବିଭାଗ । ଗଜପତି ଜିଲ୍ଲା ଅନ୍ତର୍ଗତ ଅନ୍ତରଭାରୁ ଆସୁଥିବାବେଲେ ବ୍ରହ୍ମପୁରରୁ ଧରାପଡିଥିଲା। ।…

ମୁନିଗୁଡ଼ାରୁ ୨ଟନ୍‌ ଗଞ୍ଜେଇ ଜବତ କଲା ରାୟଗଡ଼ା ଜିଲ୍ଲା କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ସ୍କ୍ଵାର୍ଡ, ପିଚୁ ବୋଝେଇ ଟ୍ରକରେ…

ରାୟଗଡ଼ା : ୧ କୋଟିର ଗଞ୍ଜେଇ ଜବତ। ବୌଦ୍ଧ ଜିଲ୍ଲା କଣ୍ଟମାଳରୁ ଆନ୍ଧ୍ରପ୍ରଦେଶକୁ ଚାଲାଣ ବେଳେ ମୁନିଗୁଡ଼ାରୁ ଜବତ କରିଛି ରାୟଗଡ଼ା ଜିଲ୍ଲା କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ସ୍କ୍ଵାର୍ଡ । ଏକ ପିଚୁ ବୋଝେଇ ଟ୍ରକ ଯୋଗେ ଚାଲାଣ କରାଯାଉଥିଲା ନୀଳ ଜହର। ପ୍ରାୟ ୨ଟନ୍‌ର ଜବତ ଗଞ୍ଜେଇର ମୂଲ୍ୟ ୧କୋଟି…

ମୟୁରଭଞ୍ଜ ଚଢେଇଭୋଳ ନିକଟରୁ ଏକ ଘରୋଇ ବସ୍ ଭିତରୁ ୩୫ କେଜି ଗଞ୍ଜେଇ ଜବତ

କରଞ୍ଜିଆ: ମୟୁରଭଞ୍ଜ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୪୯ ଚଢେଇଭୋଳ ନିକଟରୁ ଏକ ଘରୋଇ ବସରୁ ୩୫ କେଜି ଗଞ୍ଜେଇ ଜବତ କରାଯାଇଛି । କରଞ୍ଜିଆ ପୋଲିସ ବିଶେଷ ସୂତ୍ରରୁ ଖବର ପାଇ କେନ୍ଦୁଝରରୁ କଲକତା ଆସୁଥିବା ବସ ଗୁଡିକ ଯାଞ୍ଚ କରିଥିଲେ । ବିଳମ୍ବିତ ରାତିରେ ଯାଞ୍ଚ ସମୟରେ ୭ଟି ଗଜେଇ…

କୋରାପୁଟ : ଲମତାପୁଟ ଓ ପାଡୁଆ ପୋଲିସ୍ ଦ୍ଵାରା ୭୦ ଲକ୍ଷ ଟଙ୍କାର ଗଂଜେଇ ଜବତ

କୋରାପୁଟ : କୋରାପୁଟ ପୋଲିସକୁ ସଫଳତା। ଲମତାପୁଟ ଓ ପାଡୁଆ ପୋଲିସ ଦ୍ଵାରା ୩ଟି ଗାଡିରୁ ଜବତ ହୋଇଛି ୭୦ ଲକ୍ଷ ଟଙ୍କାର ଗଂଜେଇ। ଆନ୍ଧ୍ର ସୀମାନ୍ତ ବାଞ୍ଜେଲପୁଟ ନିକଟରେ ଯାଞ୍ଚ ବେଳେ ଗଞ୍ଜେଇ ଜବତ କରାଯାଇଛି । ସୂତ୍ରରୁ ପ୍ରକାଶ ଯେ, ଗତକାଲି ବିଳମ୍ବିତ ରାତିରେ ପାଟ୍ରୋଲିଂ ବେଳେ ଲାମତାପୁଟ…