Browsing Tag

capital hospital

ଥାନାରେ ଅଭିଯୋଗକାରୀଙ୍କୁ ସ୍ୱାଗତ କରି ସେବା ଯୋଗାଇବ କମିସନରେଟ ପୋଲିସ,କ୍ୟାପିଟାଲ ଥାନାରେ ହୋଇଛି ଶୁଭାରମ୍ଭ

ଭୁବନେଶ୍ବର(କେନ୍ୟୁଜ୍): ଏଣିକି ଥାନାରେ ଅଭିଯୋଗକାରୀଙ୍କୁ ସ୍ୱାଗତ କରି ସେବା ଯୋଗାଇବ କମିସନରେଟ ପୋଲିସ । ଭୁବନେଶ୍ୱର କ୍ୟାପିଟାଲ ପୋଲିସ ଥାନା ପରିସରରେ ସ୍ୱାଗତ ଥାନାର ଶୁଭାରମ୍ଭ ହୋଇଛି । ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏହାକୁ ଉଦଘାଟିତ କରିଛନ୍ତି । ଏଠାରେ ଅଭିଯୋଗକାରୀଙ୍କୁ…

କ୍ୟାପିଟାଲ ହସ୍ପିଟାଲରେ ଅନେକ ଡାକ୍ତର ଓ ପାରାମେଡିକାଲ୍ ଷ୍ଟାଫ୍ କରୋନାରେ ଆକ୍ରାନ୍ତ

ଭୁବନେଶ୍ବର(କେନ୍ଯୁଜ୍): କ୍ୟାପିଟାଲ ହସ୍ପିଟାଲରେ ୪୦ ଜଣ ଡାକ୍ତର, ୭୦ ରୁ ୮୦ ଜଣ ପାରାମେଡିକାଲ୍ ଷ୍ଟାଫ୍ କରୋନାରେ ଆକ୍ରାନ୍ତ। ତଥାପି କ୍ୟାପିଟାଲ ହସ୍ପିଟାଲରେ ରୋଗୀ ସେବା ସୁରୁଖୁରୁରେ ଚାଲିଥିବା ସୂଚନା ଦେଇଛନ୍ତି କ୍ୟାପିଟାଲ ହସ୍ପିଟାଲ୍ ନିର୍ଦ୍ଦେଶକ। ହସ୍ପିଟାଲରେ ସକାଳ ବେଳା ଓପିଡି…

ଚୋରଙ୍କ କବଜାରେ କ୍ୟାପିଟାଲ ହସ୍ପିଟାଲ୍, ପୋଲିସ କର୍ମଚାରୀଙ୍କ ଠାରୁ ଲୁଟି ନେଲେ ମୋବାଇଲ ସହ ଦାମୀ ଜିନିଷ

ଭୁବନେଶ୍ବର(କେନ୍ୟୁଜ୍): ରାଜଧାନୀର କ୍ୟାପିଟାଲ ହସ୍ପିଟାଲ କେବଳ ଚିକିତ୍ସାଳୟ ହୋଇ ରହି ନାହିଁ ବରଂ ଚୋରଙ୍କ ଆଡ୍ଡା ସ୍ଥଳ ପାଲଟିଛି। ରାତି ହେଲେ ବଢୁଛି ଏମାନଙ୍କ ଉତ୍ପାତ। କାହାଠାରୁ ମୋବାଇଲ ତ ଆଉ କାହାଠାରୁ ଦାମୀ ଜିନିଷ ଇତ୍ୟାଦି ଚୋରି କରି ନେଉଛନ୍ତି। ନିୟମିତ ଭାବେ ଘଟି ଚାଲୁଛି ଏଭଳି…

ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଅଭାବନୀୟ ଘଟଣା: ଉପଯୁକ୍ତ ଚିକିତ୍ସା ନ ମିଳିବାରୁ ରୋଗୀ ହନ୍ତସନ୍ତ, କ୍ଷତ ସ୍ଥାନ…

ଭୁବନେଶ୍ୱର: ମେଡ଼ିକାଲ ବେଡ଼ ରେ ଛଟପଟ ହେଉଛି ରୋଗୀ । ଉପଯୁକ୍ତ ଚିକିତ୍ସା ନ ମିଳିବାରୁ କ୍ଷତ ସ୍ଥାନ ପଚି ପାଣି ବାହାରିବା ସହ ପୋକ ବାହାରିଲାଣି । ଏଭଳି ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ । ଗତ କିଛି ଦିନ ତଳେ ଚନ୍ଦ୍ରଶେଖରପୁର ଅଞ୍ଚଳରେ ମୋବାଇଲ ଚୋରି କେସ ନେଇ…

ଭୁବନେଶ୍ଵର କ୍ୟାପିଟାଲ ହସ୍ପିଟାଲରେ ଉଦଘାଟନ ହେଲା ପ୍ଲାଜମା ବ୍ୟାଙ୍କ, ଭିଡିଓ କନ୍‌ଫରେନ୍‌ସିଂରେ ଶୁଭାରମ୍ଭ କରିବେ…

ଭୁବନେଶ୍ଵର (କେନ୍ୟୁଜ): କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହେଲା ପ୍ଲାଜମା ବ୍ୟାଙ୍କ । ଭିଡିଓ କନ୍‌ଫରେନ୍‌ସିଂରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି । ଏଥି ସହ ପ୍ଲାଜମା ସଂପର୍କିତ ଏକ ୱେବସାଇଟର ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । କୋଭିଡ ରୋଗର ଚିକିତ୍ସାରେ…

କ୍ୟାପିଟାଲ ହସ୍ପିଟାଲରେ ନିର୍ଦ୍ଦେଶକଙ୍କୁ ଘେରିଲେ ସଫେଇ କର୍ମଚାରୀ

ଭୁବନେଶ୍ବର(କେନ୍ଯୁଜ୍): କ୍ୟାପିଟାଲ ହସ୍ପିଟାଲ ପରିସରରେ ଆନ୍ଦୋଳନ । କ୍ୟାପିଟାଲ ହସ୍ପିଟାଲରେ ନିର୍ଦ୍ଦେଶକଙ୍କୁ ଘେରିଲେ ସଫେଇ କର୍ମଚାରୀ । ସୂଚନା ମୁତାବକ ନବ ନିଯୁକ୍ତ ନିର୍ଦ୍ଦେଶକ ସଫେଇ କର୍ମଚାରୀଙ୍କୁ ଅଶ୍ଳୀଳ ଗାଳିଗୁଲଜ କରିବା ସହ ଦରମା କାଟୁଥିବା ନେଇ ଅଭିଯୋଗ କରିଛନ୍ତି ସଫେଇ…

ପୋଲିସ ହାତରେ ପୋଲିସ ଅଟକ, ଯୁବତୀଙ୍କୁ ପ୍ରେମ ଓ ପ୍ରତାରଣା ସହ ଧମକ ଦେଉଥିବା କ୍ୟାପିଟାଲ ଥାନାର ସବଇନସପେକ୍ଟର ଅଟକ

କେନ୍ୟୁଜ୍ (ବ୍ୟୁରୋ):  ପଳାତକ ସବଇନିସପେକ୍ଟର ପୋଲିସ ହାତରେ ଅଟକ। ଜଣେ ଯୁବତୀଙ୍କୁ ପ୍ରେମ ପ୍ରତାରଣା ଓ ଧମକ ଦେଇ ଫେରାର ଥିଲେ କ୍ୟାପିଟାଲ ଥାନାର ସବ ଇନିସପେକ୍ଟର ରାକେଶ ସାମଲ। ଫେରାର ପରେ ତାଙ୍କୁ ନିଲମ୍ବନ କରାଯାଇଥିଲା। ଯୁବତୀଙ୍କ ଲିଖିତ ଅଭିଯୋଗ ପରେ ବଢିଥିଲା ରାକେଶଙ୍କ ଅଡୁଆ। ସେପଟେ…

କୋଭିଡ଼ ଡ଼ର ଏବେ ଦେଖିବାକୁ ମିଳିଛି ସବୁ ହସ୍ପିଟାଲରେ , କମିବାରେ ଲାଗିଛି ଆଉଟଡୋର ଓ ଇନଡୋର ପେସେଣ୍ଟ ସଂଖ୍ୟା

କେନ୍ୟୁଜ(ବ୍ୟୁରୋ):କରୋନା ଭୟରେ ରୋଗୀ କ୍ୟାପିଟାଲ ହସ୍ପିଟାଲକୁ ଆସୁନାହାନ୍ତି। ଆଗରୁ କେବଳ ଆଉଟଡୋର ପେସେଣ୍ଟ କ୍ୟାପିଟାଲ ହସ୍ପିଟାଲରେ ପ୍ରତିଦିନ ୩ ହଜାରରୁ ୪ ହଜାର ରୋଗୀ ଦେଖାଇବାକୁ ଆସିଥାନ୍ତି। କିନ୍ତୁ ଏବେ ଏହି ସଂଖ୍ୟା ୪ଶହରୁ ୫ଶହ ମଧ୍ୟରେ ସୀମିତ ରହିଛି। ଅର୍ଥାତ ଆଉଟଡୋରରେ ପାଖାପାଖି…

ଓଡ଼ିଶାରେ ପ୍ରଥମ କରୋନା ରୋଗୀ ! ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧିନ

ଭୁବନେଶ୍ବର : ଓଡ଼ିଶାରେ ପ୍ରଥମ କରୋନା ରୋଗୀ ! ଯାହାଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିବା ବିଶେଷ ସୂତ୍ରରୁ ଜଣାପଡିଛି। କରୋନା ରୋଗୀ ଜଣଙ୍କ କ୍ୟାପିଟାଲ ହସ୍ପିଟାଲରେ ଗତ ଦୁଇ ହେବ ଚିକିତ୍ସିତ ହେଉଥିବାବେଳେ ତାଙ୍କ ଘର ଭୁବନେଶ୍ବରରେ ବୋଲି କୁହାଯାଉଛି । ଯୁବକଙ୍କ ବୟସ ପାଖାପାଖି ୩୧ ବର୍ଷ…

ହୋଲିରେ ହେଉଥିବା ଦୁର୍ଘଟଣା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ କ୍ୟାପିଟାଲ ହସ୍ପିଟାଲ, ଜରୁରୀକାଳୀନ ସେବା ପାଇଁ ଅଧିକ ଡାକ୍ତର…

ଭୁବନେଶ୍ବର: ହୋଲିରେ ହେଉଥିବା ଦୁର୍ଘଟଣା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ରହିଛି କ୍ୟାପିଟାଲ ହସ୍ପିଟାଲ । ଜରୁରୀକାଳୀନ ସେବା ପାଇଁ ଅଧିକ ଡାକ୍ତର ନିଯୁକ୍ତ କରାଯାଇଛି । ଏହା ସହ ଚର୍ମ ଡାକ୍ତର, ଚକ୍ଷୁ ଡାକ୍ତର ଓ ଇଏନ୍‌ଟି ବିଭାଗର ଡାକ୍ତରମାନେ ମଧ୍ୟ ସଜାଗ ରହିଛନ୍ତି । ବର୍ତ୍ତମାନ ଜରୁରୀକାଳୀନ…

କ୍ୟାପିଟାଲ ହସ୍ପିଟାଲରେ କରୋନା ଭାଇରସ୍‌ ସନ୍ଦେହରେ ଜଣେ ବିଦେଶୀ ଭର୍ତ୍ତି, ତିନି ଦିନ ପରେ ଆସିବ ରକ୍ତ ନମୁନା ରିପୋର୍ଟ

ଭୁବନେଶ୍ବର(କେନ୍ୟୁଜ୍):  କରୋନା ଭାଇରସ୍‌ ସନ୍ଦେହରେ ଜଣେ ବିଦେଶୀ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଆଇସୋଲେସନ୍‌ରେ ବିଦେଶୀଙ୍କୁ ରଖାଯାଇଛି । ତାଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ଆରଏମ୍‌ଆରସିକୁ ପଠାଯାଇଛି । ତିନି ଦିନ ପରେ ରିପୋର୍ଟ ଆସିବା ପରେ ଚିକିତ୍ସା ପ୍ରକ୍ରିୟା…