Browsing Tag

capital hospital

କ୍ୟାପିଟାଲ ହସ୍ପିଟାଲରେ କରୋନା ଭାଇରସ୍‌ ସନ୍ଦେହରେ ଜଣେ ବିଦେଶୀ ଭର୍ତ୍ତି, ତିନି ଦିନ ପରେ ଆସିବ ରକ୍ତ ନମୁନା ରିପୋର୍ଟ

ଭୁବନେଶ୍ବର(କେନ୍ୟୁଜ୍):  କରୋନା ଭାଇରସ୍‌ ସନ୍ଦେହରେ ଜଣେ ବିଦେଶୀ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଆଇସୋଲେସନ୍‌ରେ ବିଦେଶୀଙ୍କୁ ରଖାଯାଇଛି । ତାଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ଆରଏମ୍‌ଆରସିକୁ ପଠାଯାଇଛି । ତିନି ଦିନ ପରେ ରିପୋର୍ଟ ଆସିବା ପରେ ଚିକିତ୍ସା ପ୍ରକ୍ରିୟା…

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ହସ୍ପିଟାଲ ଦଲାଲଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ, କ୍ୟାପିଟାଲ ହସ୍ପିଟାଲରୁ ୪…

ଭୁବନେଶ୍ୱର(କେନ୍ୟୁଜ୍): ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ହସ୍ପିଟାଲ ଦଲାଲଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ। ହସ୍ପିଟାଲରେ ଲୋକଙ୍କୁ ଠକିବା ଅଭିଯୋଗରେ କମିଶନରେଟ ପୋଲିସ ୪ ଜଣ ଦଲାଲଙ୍କୁ କ୍ୟାପିଟାଲ ହସ୍ପିଟାଲରୁ ଗିରଫ କରିଛି। କଟକ ଓ ଭୁବନେଶ୍ୱରରେ ଥିବା ହସ୍ପିଟାଲରେ ଦଲାଲଙ୍କ…

ଏଇ ଓଡ଼ିଶାରେ : ୧୭ ବର୍ଷ ଚାକିରିରେ ୧୮୦୦୦ ମୃତଦେହକୁ ପୋଷ୍ଟମର୍ଟମ୍‌ କରିଛନ୍ତି ଏହି ବ୍ୟକ୍ତି, ଯାହାଙ୍କ ବିଷୟରେ…

ଭୁବନେଶ୍ବରର କ୍ୟାପିଟାଲ ହସ୍ପିଟାଲ୍‌ରେ ଏଭଳି ଜଣେ ଲୋକ ଅଛନ୍ତି, ଯିଏ ନିଶ୍ଚିତ ଭାବେ ଭିନ୍ନ ଏକ ରେକର୍ଡ଼ କରିଥିବେ । ଅବଶ୍ୟ ଏକଥା କେଉଁ ରେକର୍ଡ଼ ବୁକ୍‌ରେ ଲେଖା ହୋଇ ନାହିଁ କିମ୍ବା ତାଙ୍କୁ ତାଙ୍କର ଏହି କାମ ପାଇଁ କେହି ପୁରସ୍କୃତ କି ସମ୍ମାନିତ କରି ନାହିଁ । ତାଙ୍କୁ ଦେଖିବାକୁ ମିଳେ…

ମିଳିଲା ନାହିଁ ଆଇସିୟୁ, ରୋଗୀ ନୁହେଁ ଚାଲିଗଲା ଷ୍ଟାଫଙ୍କ ଜୀବନ; କ୍ୟାପିଟାଲ ହସ୍ପିଟାଲରେ ଏମିତି ଚାଲିଛି ସ୍ବାସ୍ଥ୍ୟ…

ଭୁବନେଶ୍ବର(କେନ୍ୟୁଜ୍): କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା । ହସ୍ପିଟାଲରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖିବାକୁ ମିଳିଛି । ଗତକାଲି ରାତିରେ ହସ୍ପିଟାଲର ଷ୍ଟାଫ ଅନୁପମା ନାୟକଙ୍କ ହୃଦ୍‌ଘାତ ହୋଇଥିଲା । ହେଲେ ତାଙ୍କୁ ହସ୍ପିଟାଲରେ ଆଇସିୟୁ ଦିଆଯାଇନଥିବା ଅଭିଯୋଗ ହୋଇଛି । ଫଳରେ ତାଙ୍କ…

ଦରମା ମିଳିନି, ଟିକେଟ ଦେବୁନି ! ଏକଥାକୁ ନେଇ କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା

ଭୁବନେଶ୍ୱର (କେନ୍ୟୁଜ୍) : ଭୁବନେଶ୍ବରର ଯୁନିଟ-୬ କ୍ୟାପିଟାଲ ହସ୍ପିଟାଲ ଟିକେଟ କାଉଣ୍ଟଟରରେ ଟିକେଟ କାଟିବାକୁ ନେଇ ଆଜି ସକାଳୁ ଲୋକଙ୍କ ମଧ୍ୟରେ ଉତେଜନା ଦେଖା ଦେଇଥିଲା। ଆଜି ସକାଳୁ ରୋଗୀଙ୍କୁ ନେଇ ଦେଖାଇବା ପାଇଁ ଆସିଥିବା ଲୋକମାନେ ଟିକେଟ କାଉଣ୍ଟର ଆଗରେ ଧାଡିଲଗାଇ ଅପେକ୍ଷା କରିଥିଲେ।…