ରୋହିତ ଶର୍ମାଙ୍କ ସ୍ଥାନରେ ଯଶପ୍ରୀତ ବୁମରା ହେଲେ ଭାରତୀୟ ଟେଷ୍ଟ ଟିମ୍ର ଅଧିନାୟକ
ମୁମ୍ବାଇ : ପେସ୍ ବୋଲର ଯଶପ୍ରୀତ ବୁମରା ହେଲେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ । ରୋହିତ ଶର୍ମା କୋଭିଡ୍ରେ ଆକ୍ରାନ୍ତ ହୋଇଥିବାରୁ ସେ ଇଂଲଣ୍ଡ ବିପକ୍ଷରେ ଏଜବାଷ୍ଟନ ଟେଷ୍ଟରେ ଖେଳିବେ ନାହିଁ । ତେଣୁ ତାଙ୍କ ସ୍ଥାନରେ ବୁମରା ଦଳର ନେତୃତ୍ୱ ନେବେ । ଏହି ଘୋଷଣା କରିଛି ବିସିସିଆଇ ।…