ବଡ ପରଦାରେ ଦେଖାଦେବେ “କ୍ୟାପଟେନ ବ୍ୟୋମ”, ବଡ ବଜେଟରେ ତିଆରି ହେବ ଫିଲ୍ମ
୯୦ ଦଶକରେ ଯେଉଁମାନେ ଜନ୍ମ ନେଇଥିବେ ସେମାନଙ୍କର ଦେଶରେ ପ୍ରଥମ ଥର ପାଇଁ ରିଲିଜ ହୋଇଥିବା ସାଇନ୍ସ ଫିକ୍ସନ ସ୍ପେସ ସୁପରହିରୋ "କ୍ୟାପଟେନ ବ୍ୟୋମ" ନିଶ୍ଚିତ ଭାବେ ମନେ ଥିବ । ହଁ, ବ୍ରହ୍ମାଣ୍ଡର ସେହି ରକ୍ଷକ ଯିଏ ଦୂରଦର୍ଶନରେ ଟାଇମ ଟ୍ରାଭେଲ ବାବଦରେ କଥା କହୁଥିଲେ । ସେ ଏବେ ପୁଣି ଥରେ ପରଦା…