ମଦ୍ୟପାନ କରି ଦ୍ରୁତ ଗତିରେ ଗାଡି ଚଳାଇବା ପଡିଲା ମହଙ୍ଗା: ଦେଖୁ ଦେଖୁ ଫିଲ୍ମ ଷ୍ଟାଇଲରେ ଓଲଟିଲା କାର୍
ଭୁବନେଶ୍ୱର(କେନ୍ୟୁଜ୍): ଫିଲ୍ମ ଷ୍ଟାଇଲରେ ଓଲଟିଲା କାର୍। ଗତକାଲି ବିଳମ୍ବିତ ରାତିରେ ଇନ୍ଫୋସିଟି ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା। ନିଶାଶକ୍ତ ଅବସ୍ଥାରେ ଗାଡି ଚଳାଇବା କାରଣରୁ ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକେ କହିଛନ୍ତି।
ସୂଚନା ମୁତାବକ, ଗାଡ଼ିରେ ଦୁଇଜଣ ଯୁବକ ମଦ୍ୟପାନ କରି…