Browsing Tag

car burn case

ଦୁର୍ବୃତ୍ତଙ୍କ ଆତଙ୍କରାଜ, ଘର ଆଗରେ ଥୁଆ ହୋଇଥିବା କାରକୁ ପେଟ୍ରୋଲ ଢାଳି ଜାଳି ଦେଲେ

ପୁରୀ(କେ ନ୍ୟୁଜ):  ପୁରୀରେ ଦୁର୍ବୃତ୍ତଙ୍କ ଆତଙ୍କରାଜ। ଘର ସାମ୍ନାରେ ଥୁଆ ହୋଇଥିବା ଏକ ଚାରିଚକିଆ ଯାନକୁ ଜାଳି ଦେଲେ ଦୁର୍ବୃତ୍ତ। ପୁରୀ ସଦର ଥାନା ଅନ୍ତର୍ଗତ ମୁକୁନ୍ଦ ମିଶ୍ର ନଗରରେ ଘଟିଛି ଏଭଳି ଘଟଣା। ଗତକାଲି ବିଳମ୍ବିତ ରାତିରେ ଦୁଇଜଣ ଦୁର୍ବୁତ୍ତ ବିଜୟ କୁମାର ଖୁଣ୍ଟିଆଙ୍କ ଚାରି ଚକିଆ…