Browsing Tag

car festival

ରାଜ୍ୟର ବିଭିନ୍ନ ସ୍ଥାନରେ ନିଆରା ଢ଼ଙ୍ଗରେ ପାଳିତ ହେଉଛି ରଥଯାତ୍ରା

ନିଆରା ଢଙ୍ଗରେ ରଥଯାତ୍ରା । ରଥ ନଥିଲା କି ରଥଟଣା ବି ନଥିଲା । ଏକ ଅଟୋକୁ ସଜାଇ ସେଥିରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ବିଜେ କରାଇ, ଘଣ୍ଟ-ମୃଦଙ୍ଗ ଓ ହରିବୋଲ ଧ୍ୱନିରେ ଗାଁ ପରିକ୍ରମା କରି ରଥଯାତ୍ରା ଆୟୋଜନ କରିଥିଲେ ଗ୍ରାମବାସୀ । ଗଂଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ , ମାଧବରିଡା ଗାଁ…

ଆଉ ମାତ୍ର କିଛି ସମୟର ଅପେକ୍ଷା..ରତ୍ନ ସିଂହାସନ ଛାଡ଼ି ରଥାରୁଢ ହେବେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ(କେନ୍ଯୁଜ୍): ଆଉ ମାତ୍ର କିଛି ସମୟର ଅପେକ୍ଷା ରତ୍ନ ସିଂହାସନ ଛାଡ଼ି ରଥାରୁଢ ହେବେ ଚତୁର୍ଦ୍ଧାମୂର୍ତ୍ତି।  କରୋନା କାଳରେ ଲଗାତର ଦ୍ୱିତୀୟ ବର୍ଷ ପାଇଁ ଭକ୍ତଶୂନ୍ୟ ବଡ଼ଦାଣ୍ଡରେ ଗଡ଼ିବ ତିନି ରଥ । ଏଥିପାଇଁ ପୁରୀରେ ବ୍ୟାପକ ପ୍ରସ୍ତୁତି । ଅନ୍ଯପଟେ ନୀତି ନିର୍ଘଣ୍ଟ ଅନୁଯାୟୀ, ସକାଳ…

ଘର୍ ଘର୍ ନାଦରେ ବଡ଼ଦାଣ୍ଡରେ ଗଡିବ ରଥ, ସୁପ୍ରିମକୋର୍ଟଙ୍କ ସର୍ତ୍ତକୁ କରାଯିବ ପାଳନ

କେନ୍ୟୁଜ୍(ବ୍ୟୁରୋ):  ରଥଯାତ୍ରା ପାଇଁ ମିଳିଲା  ଗ୍ରୀନ ସିଗନାଲ୍। ଆସନ୍ତା କାଲି ବଡଦାଣ୍ଡରେ ଘର୍ ଘର୍ ନାଦରେ ଗଡିବ ତିନି ରଥ। ତିନି ଦିନ ତଳେ  ସୁପ୍ରିମକୋର୍ଟ ଦ୍ବାରା ରୋକ ଲଗାଯାଇଥିବା ରଥଯାତ୍ରାକୁ ଆଜି ସେହି ସୁପ୍ରିମକୋର୍ଟର ତିନି ଜଣିଆ ଖଣ୍ଡପିଠ  ଗ୍ରୀନ ସିଗନାଲ  ଦେଇଛନ୍ତି। ତେବେ…

କରୋନା କଟିଦେଲା ଭକ୍ତ ସହ କାଳିଆର ଡୋରୀ, ବିନା ଭକ୍ତରେ ହେବ ସ୍ନାନଯାତ୍ରା ଓ ରଥଯାତ୍ରା

କେନ୍ୟୁଜ୍ (ବ୍ୟୁରୋ): କରୋନା କଟିଦେଲା ଭକ୍ତ ସହ କାଳିଆର ଡୋରୀ। ଏବର୍ଷ ବିନା ଭକ୍ତରେ ବଡଦାଣ୍ଡରେ ହେବ କାଳିଆରା ସ୍ନାନଯାତ୍ରା ଓ ବିନା ଭକ୍ତରେ  ଗଡିବ କାଳିଆର ରଥ। କୋଟି କୋଟି ଭକ୍ତଙ୍କ ଭାବାବେଗ ସହ ଜଡିତ ଜଗନ୍ନାଥଙ୍କ ରଥଯାତ୍ରାକୁ ପ୍ରଭାବିତ କରିଛି କରୋନା । ଆଜି ଗଜପତି ମହାରାଜା…

ରଥନିର୍ମାଣ କରୁଥିବା ବିଶ୍ୱକର୍ମାଙ୍କର ହେବ କରୋନା ଟେଷ୍ଟ, ବଡଦାଣ୍ଡର  ୨୦୦ଫୁଟ ନିଷିଦ୍ଧାଞ୍ଚଳ ଭିତରେ ହେବ ରଥକାମ

କେନ୍ୟୁଜ୍ (ବ୍ୟୁରୋ): ରଥନିର୍ମାଣ କରୁଥିବା ବିଶ୍ୱକର୍ମାଙ୍କର ହେବ କରୋନା ଟେଷ୍ଟ । ବଡଦାଣ୍ଡର  ୨୦୦ଫୁଟ ନିଷିଦ୍ଧାଞ୍ଚଳ ଭିତରେ ସାମାଜିକ ଦୂରତାକୁ ରକ୍ଷା କରି ରଥକାମକୁ ତ୍ବରାନିତ କରାଯିବ  । ୧୫୦ରୁ ଅଧିକ ବିଶ୍ୱକର୍ମା ସେବାୟତଙ୍କ କରାଯିବ ସ୍ୱାସ୍ଥ୍ୟ ପରୀକ୍ଷା । ସମସ୍ତ  ବିଶ୍ୱକର୍ମାଙ୍କୁ…

ଚଳିତବର୍ଷ ରଥଯାତ୍ରା ସୃଷ୍ଟି କଲା ନୂଆ ରେକର୍ଡ, ଶୃଙ୍ଖଳିତ ଆୟୋଜନ ପାଇଁ ବିଭିନ୍ନ ମହଲରୁ ପ୍ରଶଂସା

ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଚଳିତବର୍ଷ ନୂଆ ରେକର୍ଡ କରିଛି। ଶୃଙ୍ଖଳିତ ଆୟୋଜନ ପାଇଁ ରଥଯାତ୍ରା ଇତିହାସରେ ଯୋଡ଼ି ହୋଇଛି ନୂଆ ଅଧ୍ୟାୟ। ବାଦବିବାଦ ନଥିଲା। ସମ୍ପୂର୍ଣ୍ଣ ଶୃଙ୍ଖଳିତ ଥିଲା ଶ୍ରୀଜିଉଙ୍କ ନୀତିକ୍ରାନ୍ତି। ନୀତି ନିର୍ଘଣ୍ଟର ବହୁ ଆଗରୁ ଏବର୍ଷ ମହାପ୍ରଭୁଙ୍କ ପହଣ୍ଡି ଓ ରଥଟଣା…

ଛତିଆ: ବାହୁଡିଲେ ଚତୁର୍ଦ୍ଧା ମୂରତି, ଶାନ୍ତିଶୃଙ୍ଖଳାରେ ଗଡିଲା ରଥ

ଯାଜପୁର:ପବିତ୍ର ବହୁଡା ଯାତ୍ରାରେ ମାଉସୀ ମା ଘରୁ ବାହୁଡିଛନ୍ତି ବିଶ୍ବର ବଡ ଠାକୁର।  ଏହି ଅବସରରେ  ଛତିଆରେ ମଧ୍ୟ ତିନିଠାକୁର ମାଉସୀ ମା’ଘରୁ ଛତିଆ ମନ୍ଦରକୁ ବାହୁଡିଛନ୍ତି। ପୁରି ମନ୍ଦିରର ରତିନୀତି ପରି ଠାକୁରଙ୍କ ନୀତିକାନ୍ତି ହେବା ପରେ ରଥଟଣା ହୋଇଥିଲା।  ଏହି ରଥଯାତ୍ରାର ମୁଖ୍ୟ…

ବାହୁଡିବେ ବଡ଼ଠାକୁର, ୯ ଦିନର ଲୀଳାଖେଳା ସାରି ଜନ୍ମବେଦୀରୁ ରତ୍ନବେଦୀକୁ ଫେରିବେ ମହାପ୍ରଭୁ

ପୁରୀ : ଆଜି ବାହୁଡା । ୯ ଦିନର ଲୀଳାଖେଳ ସାରି ନୀଳକନ୍ଦର ଫେରିବେ ମହାପ୍ରଭୂ । ତେଣୁ ରଥଯାତ୍ରା ପରି ଆଜି ମଧ୍ୟ ଭକ୍ତମାନେ ଶ୍ରୀଜିଉଙ୍କ ଆଗମନକୁ ଅନେଇ ବସିଛନ୍ତି । ପୁଣି ଲକ୍ଷ ଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ରେ ପୁରି ଉଠିବ ବଡ଼ଦାଣ୍ଡ । ହରିବୋଳ-ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନୀରେ କମ୍ପି…

ଅଷ୍ଟ୍ରେଲିଆର କାନବେରାରେ ରଥାରୁଢ ହେଲେ କାଳିଆ ଠାକୁର, ହରିନାମ ସଂକୀର୍ତ୍ତନରେ ପ୍ରକମ୍ପିତ ହେଲା ପୁରା ପରିବେଶ

ଅଷ୍ଟ୍ରେଲିଆର ରାଜଧାନୀ କାନବେରାରେ ମହାପ୍ରଭୁଙ୍କ ପବିତ୍ର ଘୋଷଯାତ୍ରା ପାଳିତ । ତରୁଣ ଅଗସ୍ତିଙ୍କ ତତ୍ତ୍ୱାବଧାନରେ କାନବେରା ଓ ସିଡନୀ ଓଡିଆ ସୋସାଇଟି ପକ୍ଷରୁ ଆୟୋଜିତ ରଥଯାତ୍ରାରେ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଶ୍ରୀମନ୍ଦିର ରୀତିନୀତି ଅନୁସାରେ ସ୍ଥାନୀୟ ହିନ୍ଦୁ ମନ୍ଦିର ଓ…

ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୁବ୍ୟବସ୍ଥା, ପୁରୀ ହସ୍ପିଟାଲରେ ବଢାଯାଇଛି ଅତିରିକ୍ତ…

ଜୁଲାଇ ୪ ତାରିଖରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ବିଭିନ୍ନ ବିଭାଗ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି । ରଥଯାତ୍ରା ସମୟରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟ ସମେତ ସମସ୍ତ…

ସ୍ନାନପୂର୍ଣ୍ଣିମା ପାଇଁ ସୁରକ୍ଷା ଓ ଟ୍ରାଫିକ ବ୍ୟବସ୍ଥା କଡ଼ାକଡି କଲା ପୋଲିସ, ପଢନ୍ତୁ କେମତି ଜଗାକୁ କରିବେ ଦର୍ଶନ

ପୁରୀ : ସ୍ନାନପୂର୍ଣ୍ଣିମା ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ । ଏଥିପାଇଁ ଟ୍ରାଫିକ ବ୍ୟବସ୍ଥାରେ ପୁରୀକୁ ୪ଟି ଜୋନ୍‌ରେ ବିଭକ୍ତ କରାଯାଇଛି। ଗୋଟିଏ ଜୋନ ମାଳତୀପାଟପୁରରେ ରହିବ। ଅନ୍ୟ ୩ଟି ଜୋନ୍‌ ସହର ଭିତରେ ରହିବ। ହାଲୁକା ଯାନର ପାର୍କିଂ ପାଇଁ ୯ଟି ସ୍ଥାନ ରଖାଯାଇଛି। ପୁରୀକୁ…

ରଥଯାତ୍ରା ପାଇଁ ୨୫ ପୂର୍ବରୁ ସରିବ ସବୁ ବିଭାଗର ପ୍ରସ୍ତୁତି କାମ, ରଥଯାତ୍ରା ସମନ୍ଵୟ କମିଟି ବୈଠକରେ ଦିଆଗଲା…

ଜୁଲାଇ ୪ ତାରିଖରେ ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ଜୋରସୋର ଚାଲିଛି ପ୍ରସ୍ତୁତି । ପୁରୀ ନିଳାଦ୍ରୀ ଭକ୍ତନିବାସ ସମ୍ମିଳନୀ କକ୍ଷରେ ତୃତୀୟ ସମନ୍ଵୟ କମିଟି ବୈଠକରେ ପ୍ରସ୍ତୁତିର ଅଗ୍ରଗତି ନେଇ କରାଯାଇଛି ଆଲୋଚନା । ଆସନ୍ତା ୨୫ ତାରିଖ ପୂର୍ବରୁ ସବୁ ବିଭାଗ ପ୍ରସ୍ତୁତି ଶେଷ…