Browsing Tag

cash

ଘରେ କେତେ ଟଙ୍କା ରଖିଲେ ଭିଜିଲାନ୍ସ ଧରିବନି ? କେତେ ରଖିପାରିବେ ଟଙ୍କା ଓ ସୁନା ?

ପଶ୍ଚିମବଙ୍ଗରେ ପୂର୍ବରୁ ରହିଆସିଥିବା ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କର ଅତି ନିକଟତର କୁହାଯାଉଥିବା ଅର୍ପିତା ମୁଖାର୍ଜୀଙ୍କ ଘରୁ ଏବେ ଏବେ ୫୦କୋଟିରୁ ଅଧିକ କ୍ୟାସ ଓ ୫କେଜି ପାଖାପାଖି ସୁନା ଜବତ ହୋଇଛି । ଯେଉଁଥିପାଇଁ ଏକ ବଡ ଘୋଟାଲା ସାମନାକୁ ଆସିଛି । ଆଉ ଏଭଳି ଘଟଣା ନୂଆ ନୁହେଁ । ପୂର୍ବରୁ…

ଦିନ ଦ୍ଵିପ୍ରହରରେ ସ୍କୁଟି ଡିକି ଭାଙ୍ଗି ୨ ଲକ୍ଷ ୪୦ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ, ଥାନାରେ ଏତଲା

କଣ୍ଟାବାଞ୍ଜି (କେନ୍ୟୁଜ୍): ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଗୋଳେଇଛକ ନିକଟରେ ଦିନ ଦ୍ଵିପହରରେ ଲୁଟ ହୋଇଛି। ଗାଡିର ଡିକି ଖୋଲି ୨ ଲକ୍ଷ ଚାଳିଶ ହଜାର ଟଙ୍କା ଲୁଟ କରି ଫେରାର ମାରିଛନ୍ତି ଦୁର୍ବୃତ୍ତ । ବଙ୍ଗୋମୁଣ୍ଡା ଥାନା ଭାଲୁମୁଣ୍ଡା ଗାଁର ବ୍ୟବସାୟ ରୋସନ ମେହେର କଣ୍ଟାବାଞ୍ଜି…